banner
Breaking

ନୂତନ ଦାୟିତ୍ବ ଗ୍ରହଣ କଲେ ଯୁବ ସଭାପତି ଅମରେଶ ପତ୍ରୀ

0

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ) ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କଲେ ଉଠା ଜଳ ସେଚନ ନିଗମ ଅଧକ୍ଷ ତଥା ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ।

ଏହି ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ମହିଳା ଅଧକ୍ଷା ମିନତୀ ବେହେରା । ଏପିକଲ ଅଧକ୍ଷ ଅସିତ ପଟ୍ଟନାୟକ ,ପର୍ଯ୍ୟଟନ ଅଧକ୍ଷା ଶ୍ରୀମୟୀ ମିଶ୍ର ,ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ,ପ୍ରଣବ କୁମାର ବଳବନ୍ତ ରାୟ,(ଉପମୁକ୍ଷ ସଚେତକ ) ଯୁବ ବିଜେଡିର ମନ୍ଦାକିନୀ କର ,ତାରିଣୀ ପ୍ରସାଦ ନାୟକ ରଶ୍ମି ରଞ୍ଜନ ଦାସ, ଧୃତି ମାର୍ଥା, ସାଗର ,ସୁନୀଲ ପଣ୍ଡା, ଆଶିଷ ମିଶ୍ର , ଛାତ୍ର ବିଜେଡିର ହରି ଶଙ୍କର ରାଉତ , ସ୍ନେହାଶିଷ ଜେନା, ଓ ସମାଜ ସେବୀ ପ୍ରସନ୍ନ କୁମାର ପାଣି ଓ ଅନ୍ୟ ସମସ୍ତେ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.