banner
Breaking

ମୁହଁ ଖୋଲିଲେ ରଞ୍ଜୀବ ବିଶ୍ବାଳ

0

ଭୁବନେଶ୍ୱର, ୧୪ା୮(ଓଡ଼ିଆ ନ୍ୟୁଜ): ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ମୁଁ ଏବେ କଂଗ୍ରେସ ଦଳରେ ଅଛି । ଯେତେବେଳେ ଯାଏଁ ଭଲ ଲାଗିବ ମୁଁ ଦଳରେ ଅଛି । କୌଣସି ଦଳ ଟଙ୍କା ଯାଚିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ପିସିସି ସଭାପତି ହେବାକୁ ତାଙ୍କର ଆଶା ନାହିଁ । ବର୍ତ୍ତମାନ କଂଗ୍ରେସର ବିପର୍ଯ୍ୟୟ ଆସିଛି । ବିଶ୍ୱସନୀୟ ନେତାଙ୍କୁ ନେଇ ଏକଜୁଟ ହେବାର ଆବଶ୍ୟକତା ରହିଛି । ଶେଷକୁ ସେ କହିଛନ୍ତି ଯେ ଗ୍ରାଉଣ୍ଡରେ ନେତା କାମ କରିବା ଦରକାର ।

Khansweb Solution Bhubaneswar

Leave A Reply

Your email address will not be published.