banner
Breaking

ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଦାୟିତ୍ବ ଗ୍ରହଣ କଲେ।

0

ଭୁବନେଶ୍ବର,୨୨/୮(ଓଡ଼ିଆ ନ୍ୟୁଜ) ଆଜି ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଶ୍ରୀମୟୀ ମିଶ୍ର। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଉପସ୍ଥିତରେ ଶ୍ରୀମତୀ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ବିଜୟ କୁମାର ନାୟକ, କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ଓଡିଶା ମହିଳା ନିଗମର ଉପଦେଷ୍ଟା ସୁଲତା ଦେଓ , ଛାତ୍ର ବିଜେଡିର ହରି ଶଙ୍କର ରାଉତ , ସମାଜ ସେବୀ ପ୍ରସନ୍ନ କୁମାର ପାଣି,ପୁଷ୍ପାଞ୍ଜଳି ପାଣି, ଉର୍ମିଳା ପାଣିଗ୍ରାହୀ ଓ ବିଜୁ ମହିଳା ଜନତାଦଳର ସମସ୍ତ କର୍ମୀ ଏବଂ ଆନ୍ୟମାନେ ଉପସ୍ଥିତ ରହି ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.