Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
Browsing Category
ରାଜନୀତି
ଓଡିଶା କ°ଗ୍ରେସ ବୁଡିଗଲା
ଭୁବନେଶ୍ୱର,୧୨।୭(ବ୍ୟୁରୋ): କେନ୍ଦ୍ରର ପରିବହନ ନିୟମ ଓଡିଶାରେ କାର୍ଯ୍ୟକାରୀ ହେବା ପରେ କେହି ବିରୋଧ କରି ନଥିଲେ ଫଳରେ ବାଧ୍ୟ ହୋଇ ଲୋକ ରାଜରାସ୍ତାକୁ ଓହ୍ଲାଇ ଥିଲେ। ବିଜେପି ବିଜେଡି ସଲାସୁତୁରା ହୋଇ ଚାଲିଥିବା ବେଳେ କ°ଗ୍ରେସ ଚୁପ ରହିଥିଲା।ଫଳରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଥିଲା।ରାଜ୍ୟ…
Read More...
Read More...
ଚାରିଦଫା ଦାବି ନେଇ ବିପିୟୁଟି ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଧାରଣା ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର ,୬/୯ (ଓଡ଼ିଆ ନ୍ୟୁଜ) ବିପିୟୁଟି ଷ୍ଟୁଡେଣ୍ଟ ୟୁନିୟନ ତରଫରୁ ଚାରିଦଫା ଦାବି ନେଇ ରାଜଭବନ ଛକରେ ଧାରଣାରେ ବସିବା ସହିତ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୟୁନିୟନର ଆବାହକ ବିଜୟ ବସନ୍ତିଆଙ୍କ ନେତୃତ୍ୱରେ ସମସ୍ତ ଛାତ୍ର ଏକତ୍ରିତ ହୋଇ ଧାରଣାରେ ବସିଥିଲେ ।…
Read More...
Read More...
ଚିତାମ୍ବରମଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ,୫/୯(ଓଡ଼ିଆ ନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ଆଗୁଆ ଜାମିନ୍ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ତଳ କୋର୍ଟରେ ନିୟମିତ ଜାମିନ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇଏନଏକ୍ସ ମିଡ଼ିଆ ମାମଲାରେ ଯେକୌଣସି ସମୟରେ ଇଡ଼ି ଗିରଫ କରିପାରେ ।…
Read More...
Read More...
ପୁଣି ମୈଦାନକୁ ଫେରିଲେ ବିଜୟ ମହାପାତ୍ର। ସରକାରଙ୍କୁ କଲେ ସମାଲୋଚନା। ଅବମାନନାର ଧମକ ଦେଲା ବିଜେଡି
ଭୁବନେଶ୍ୱର ,୪/୯(ବ୍ୟୁରୋ) ଓଡ଼ିଶାର ଐତିହ୍ୟ ମଠ ମନ୍ଦିରକୁ ସୁରକ୍ଷା ଦେବା ପରିବର୍ତ୍ତେ ଭଙ୍ଗା ଚାଲିଛି। ଓଡ଼ିଶାର ଲୋକଙ୍କ ମୁହଁ ସାଜି ସମାଲୋଚନା କରୁଥିବା ବିଜୟ ମହାପାତ୍ର ପୁଣି ଫେରିଛନ୍ତି ମୈଦାନକୁ।ପୁରୀରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟକ୍ରମକୁ ନେଇ ବିଜୟ ସରକାରଙ୍କ ଉପରେ ବର୍ଷିଛନ୍ତି ।…
Read More...
Read More...
ବିଜେଡ଼ିର ୩୦ ଜଣିଆ ମିଡ଼ିଆ ଟିମ୍। ସସ୍ମିତ ପାତ୍ର ମୁଖ୍ୟ ସ°ଯୋଜକ
ଭୁବନେଶ୍ୱର,୪ା୯(ଓଡ଼ିଆ ନ୍ୟୁଜ): ଆଜି ବିଜେଡ଼ିର ୩୦ଜଣିଆ ମିଡ଼ିଆ ଟିମ ଘୋଷିତ ହୋଇଛି । ସାଂସଦ ସସ୍ମିତ ପାତ୍ର ହୋଇଛନ୍ତି ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ । ଜାତୀୟ ମୁଖପାତ୍ର ହୋଇଛନ୍ତି ୫ବରିଷ୍ଠ ନେତା ।
ସେମାନେ ହେଉଛନ୍ତି ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ ।…
Read More...
Read More...
ବିଜେଡ଼ିର ସଭ୍ୟ ସ°ଗ୍ରହ ଅଭିଯାନ ଆରମ୍ଭ କରି ପ୍ରଥମ ସଦସ୍ୟ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର,୨/୯(ଓଡ଼ିଆ ନ୍ୟୁଜ) ପଞ୍ଚମଥର ପାଇଁ ନିର୍ବାଚନରେ ବିଜେଡିକୁ ଜୟଯୁକ୍ତ କରିଥିବା ଭୋଟରଙ୍କ ପାଖକୁ ଯିବ ବିଜେଡି । ସେମାନଙ୍କ ଶୁଭେଚ୍ଛା ନେଇ ଦଳକୁ ଆହୁରି ମଜବୁତ କରାଯିବ । ଆଜି ଗଣେଷ ଚତୁର୍ଥୀରେ ଦଳର ସଭ୍ୟ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ତଥା…
Read More...
Read More...
ମାଛଗାଁ ଗ୍ରାମ ପଞ୍ଚାୟତରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ
ଜଗତସିଂହପୁର,୨/୯(ଓଡ଼ିଆ ନ୍ୟୁଜ) ପବିତ୍ର ଗଣେଶ ପୂଜା ଅବସରରେ ମାଛଗାଁ ଗ୍ରାମ ପଞ୍ଚାୟତରେ ବିଜେଡି କାର୍ଯ୍ୟାଳୟ ସଭାପତି ଗଗନ ବିହାରୀ ଦାସଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶୁଭେନ୍ଦୁ ଶେଖର ଦାସ,ପୂର୍ବତନ ସରପଞ୍ଚ ମନମୋହନ ପରିଡା ଓ ଦଳର…
Read More...
Read More...
ଭୁବନେଶ୍ବରରେ ୨୨ଟି ପ୍ରକଳ୍ପ ମଧ୍ୟରୁ ଉତ୍ତରରେ ୧୭ଟି ଉଦଘାଟିତ
ଭୁବନେଶ୍ୱର, ୩୧/୮ (ଓଡ଼ିଆ ନ୍ୟୁଜ) ସାୟତ୍ତ ଶାସନ ଦିବସ ପାଳନ ଅବସରରେ ଭୁବନେଶ୍ବରରେ ସମୁଦାୟ ୨୨ଟି ପ୍ରକଳ୍ପ ମଧ୍ୟରୁ ଉତ୍ତର ନିର୍ବାଚନ ମଣ୍ଡଳୀରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭଉଦ୍ଘାଟନ ହୋଇଯାଇଛି । ମୈତ୍ରୀବିହାର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ…
Read More...
Read More...
ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପୁଣି ଚର୍ଚ୍ଚାରେ
ଭୁବନେଶ୍ୱର,୨୭/୮(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ନିଜ ବଦାନ୍ୟତା ପାଇଁ ପୁଣି ଚର୍ଚ୍ଚାରେ । ପଟିଆ ରାଜା ମଧୂସୁଦନ ଦେବ ମହାବିଦ୍ୟାଳୟ ର +୨ ର ଛାତ୍ରୀ ସସ୍ମିତା ଜେନା ଯୁକ୍ତ ଦୁଇ ପରୀକ୍ଷାରେ ସାରା ଓଡ଼ିଶାରେ ଷଷ୍ଠ ସ୍ଥାନ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ସ୍ଥାନ…
Read More...
Read More...
କୃଷି ଶିଳ୍ପ ନିଗମର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଦେବାଶିଷ ମହାନ୍ତି
ଭୁବନେଶ୍ବର,୨୬/୮(ଓଡ଼ିଆ ନ୍ୟୁଜ) ଆଜି ଓଡିଶା କୃଷିଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଦେବାଶିଷ ମହାନ୍ତି। ସେ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ କରି ସଙ୍ଗଠନ ସୁଦୃଢ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିଲେ।…
Read More...
Read More...