banner
Breaking

ଚିତାମ୍ବରମଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

0

ନୂଆଦିଲ୍ଲୀ,୫/୯(ଓଡ଼ିଆ ନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ଆଗୁଆ ଜାମିନ୍ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ତଳ କୋର୍ଟରେ ନିୟମିତ ଜାମିନ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇଏନଏକ୍ସ ମିଡ଼ିଆ ମାମଲାରେ ଯେକୌଣସି ସମୟରେ ଇଡ଼ି ଗିରଫ କରିପାରେ । ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଚିଦାମ୍ବରମ ଯାଇଥିଲେ । କିନ୍ତୁ ଶେଷରେ ନିରାଶ ହେବାକୁ ପଡିଛି।

Khansweb Solution Bhubaneswar

Leave A Reply

Your email address will not be published.