banner
Breaking

ମାଛଗାଁ ଗ୍ରାମ ପଞ୍ଚାୟତରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ

0

ଜଗତସିଂହପୁର,୨/୯(ଓଡ଼ିଆ ନ୍ୟୁଜ) ପବିତ୍ର ଗଣେଶ ପୂଜା ଅବସରରେ ମାଛଗାଁ ଗ୍ରାମ ପଞ୍ଚାୟତରେ ବିଜେଡି କାର୍ଯ୍ୟାଳୟ ସଭାପତି ଗଗନ ବିହାରୀ ଦାସଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶୁଭେନ୍ଦୁ ଶେଖର ଦାସ,ପୂର୍ବତନ ସରପଞ୍ଚ ମନମୋହନ ପରିଡା ଓ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନରେନ୍ଦ୍ର ସ୍ବାଇଁ, ମମତା ଦାସ,ବସନ୍ତ କୁମାର ସାହୁ, ରାଜେନ୍ଦ୍ର ଦାଶ,ଅରୁଣ କୁମାର ମହାନ୍ତି,ନାରାୟଣ ପଣ୍ଡା, ରଘୁନନ୍ଦନ ସ୍ବାଇଁ, ଶ୍ୟାମ ସୁନ୍ଦର ବିଶ୍ବାଳ, ପ୍ରଶାନ୍ତ ସ୍ବାଇଁ, ପ୍ରଭାତ କୁମାର ନାୟକ, ବାବାଜୀ ମଣ୍ଡଳ, କାର୍ତ୍ତିକ ଜେନା, ଭାଗିରଥି ବିଶ୍ବାଳ, ଭରତ ଜେନା ଏବଂ ଯୁବ ସ°ଗଠକ ସୁବ୍ରତ ମହାନ୍ତି, କୃଷ୍ଣଚନ୍ଦ୍ର ରଥ,କୈଳାସ ଚନ୍ଦ୍ର ସାହୁ, ନୀଳମଣି ସାହୁ, ବିରୂପାକ୍ଷ ରାୟ,ବିଶ୍ବରଞ୍ଜନ ନାୟକ, ହରିଶ୍ଚନ୍ଦ୍ର ଜେନା, ସୁଦାମ ଚରଣ ସ୍ବାଇଁ, ଶରତ କୁମାର ଦାସ,କିଶୋର ସ୍ବାଇଁ, ଜିତେନ୍ଦ୍ର ବେହେରା,ସ୍ପନ୍ଦନ ସ୍ବାଇଁ, ମାନସ ପତି,ମାନସ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ ବିରୂପାକ୍ଷ)

Khansweb Solution Bhubaneswar

Leave A Reply

Your email address will not be published.