banner
Breaking

ବିଜେଡ଼ିର ୩୦ ଜଣିଆ ମିଡ଼ିଆ ଟିମ୍। ସସ୍ମିତ ପାତ୍ର ମୁଖ୍ୟ ସ°ଯୋଜକ

0

ଭୁବନେଶ୍ୱର,୪ା୯(ଓଡ଼ିଆ ନ୍ୟୁଜ): ଆଜି ବିଜେଡ଼ିର ୩୦ଜଣିଆ ମିଡ଼ିଆ ଟିମ ଘୋଷିତ ହୋଇଛି । ସାଂସଦ ସସ୍ମିତ ପାତ୍ର ହୋଇଛନ୍ତି ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ । ଜାତୀୟ ମୁଖପାତ୍ର ହୋଇଛନ୍ତି ୫ବରିଷ୍ଠ ନେତା ।

ସେମାନେ ହେଉଛନ୍ତି ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ । ସେହିପରି ୧୪ଜଣଙ୍କୁ ବିଜେଡ଼ିର ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ୧୦ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ଦାୟିତ୍ୱ ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.