banner
Breaking

କୃଷି ଶିଳ୍ପ ନିଗମର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଦେବାଶିଷ ମହାନ୍ତି

0

ଭୁବନେଶ୍ବର,୨୬/୮(ଓଡ଼ିଆ ନ୍ୟୁଜ) ଆଜି ଓଡିଶା କୃଷିଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଦେବାଶିଷ ମହାନ୍ତି। ସେ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ କରି ସଙ୍ଗଠନ ସୁଦୃଢ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିଲେ। ତାଙ୍କ ଯୋଗଦାନ ସମୟରେ କୃଷି ଓ ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ସମସ୍ତ କର୍ମଚାରୀ ଏବଂ ମୟୂରଭଞ୍ଜ ଜିଲ୍ଲାର କର୍ମକର୍ତ୍ତା, ସମାଜସେବୀ ପ୍ରସନ୍ନ ପାଣି ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ମହାନ୍ତିଙ୍କୁ ସୁସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.