banner
Breaking
Browsing Category

ରାଜନୀତି

ବିଜେପୁରରେ ବିଜେପିର ପ୍ରାର୍ଥୀ ହେବେ ବରିଷ୍ଠ ନେତା ।

ଭୁବନେଶ୍ୱର,(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ୍‌। ଆସନ୍ତା ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ହେବା ନେଇ ଶନିବାର ଘୋଷଣା ହୋଇଛି। ଏହାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଭାଜପା ଉକ୍ତ ଆସନରେ ବାଜିମାତ୍‌ କରିବ…
Read More...

ରୋହିତ ପୂଜାରୀ ହେଲେ ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୨୩ା୯(ଓଡ଼ିଆ ନ୍ୟୁଜ): ରୋହିତ ପୂଜାରୀଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଭାବେ ନୂଆ ଦାୟିତ୍ବ ମିଳିଛି। ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ପୁର୍ବରୁ ଏହି ଦାୟିତ୍ବ ପ୍ରଣବ ବଳବନ୍ତରାୟଙ୍କୁ…
Read More...

ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୨୩/୯(ଓଡ଼ିଆ ନ୍ୟୁଜ): ବିଜେପୁର ଉପନିର୍ବାଚନ ନେଇ ରିଟଣ୍ଣି° ଅଧିକାରୀଙ୍କ ଦ୍ବାରା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସୋମବାର ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ । ଏହାପରେ ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।…
Read More...

୨୧ ରେ ବିଜେପୁର ନିର୍ବାଚନ।

ଭୁବନେଶ୍ୱର,୨୧ା୯(ଓଡ଼ିଆ ନ୍ୟୁଜ): ଆଜି ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ବିଗୁଲ ବାଜିଛି । ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇ ୨୪ ରେ ଗଣତି କରାଯିବ । ସେନେଇ ନାମାଙ୍କାନ ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଥିବା ବେଳେ ନାମାଙ୍କନ ଯାଞ୍ଚ ୧ଅକ୍ଟୋବରରେ କରାଯିବ ।…
Read More...

ସେବା ସପ୍ତାହରେ ପ୍ଲାଷ୍ଟିକ ବର୍ଜନ ଓ ଜଳ ସ°ରକ୍ଷଣ ପାଇଁ ଶପଥ।

ଭୁବନେଶ୍ବର,୨୦/୯(ଓଡ଼ିଆ ନ୍ୟୁଜ): ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମ ତିଥିକୁ ସେବା ସପ୍ତାହ ପାଳନ ଅବସରରେ ଭୁବନେଶ୍ୱର ପଟିଆଗଡ଼ ଅନ୍ତର୍ଗତ ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ଲାଷ୍ଟିକ ମୁକ୍ତ ଭାରତ ଏବଂ ଜଳ ସଂରକ୍ଷଣ ସମ୍ବନ୍ଧରେ ଏକ…
Read More...

ବିଜେଡିକୁ ଫେରିଲେ ପ୍ରୀତିନନ୍ଦା । ଆରମ୍ଭ କଲେ ସଦସ୍ୟ ସ°ଗ୍ରହ ଅଭିଯାନ।

ଭୁବନେଶ୍ୱର,୧୯/୯(ଓଡ଼ିଆ ନ୍ୟୁଜ) ବିଜେଡିକୁ ଫେରିଲେ ପ୍ରୀତିନନ୍ଦା ରାଉତରାୟ । ଗତ ବିଧାନସଭା ନିର୍ବାଚନରେ ପ୍ରୀତିନନ୍ଦା ଇସ୍ତଫା ଦେଇଥିଲେ। ସେହିଦିନଠାରୁ ସେ କୈଣସି ଦଳରେ ସାମିଲ ନହୋଇ ନିରବତା ରକ୍ଷା କରିଥିଲେ।ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ତାଙ୍କୁ ବାନ୍ଧି ରଖିଥିଲା।ଶେଷରେ ସବୁ ଅନ୍ତ…
Read More...

ସିବିଆଇ ଦ୍ୱାରା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

ଭୁବନେଶ୍ୱର,୧୯/୯(ବ୍ୟୁରୋ) : ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ । ଚିଟଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ ସହିତ ଲିଙ୍କ୍ ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି । ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କୁ ସିବିଆଇ…
Read More...

ସ୍ବଚ୍ଛ ଭାରତ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଅବଦାନ ଇତିହାସ ସୃଷ୍ଟି କରିବ

ଭୁବନେଶ୍ୱର,୧୫ା୮(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପିର ସେବା ସପ୍ତାହ ଗତକାଲି ଠାରୁ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରି ନିଜେ ଡୁମୁଡ଼ୁମା ଅଞ୍ଚଳରେ ସଫେଇ କରିଛନ୍ତି । ଏହାଛଡ଼ା ସେ କହିଛନ୍ତି ଅଞ୍ଚଳ…
Read More...

ଲୋକମାନେ ଗଣତନ୍ତ୍ରର କର୍ତ୍ତା। ଲୋକଙ୍କ ପାଇଁ କାମକର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ବିଧାୟକମାନଙ୍କ ପାଇଁ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଛି । ଏହାର ଉଦଘାଟନ କରିଛନ୍ତି ମୁଖ୍ୟଢମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ସରଳ ହୁଅ, ଲୋକଙ୍କୁ ଉଚିତ ବ୍ୟବହାର ଦେଖାଅ…
Read More...

ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ। ଅନ୍ୟାୟକୁ ପ୍ରସୟ ନାହିଁ

ଭୁବନେଶ୍ୱର,(ବ୍ୟୁରୋ) ଗତ ମାସ ୧୭ ତାରିଖରେ ୧୫ ଜଣ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଥିଲେ । ୩୧ ତାରିଖରେ ବିଦା ହେଲେ ୬ ଜଣ । ତାଲିକାରେ ଏବେ ଯୋଡି ହୋଇଛନ୍ତି ଆଉ ୧୬ ଜଣ । ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଂଜିନିୟର, ୨ ଆରଆଇ, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ, ଜଣେ ପଞ୍ଚାୟତ ଅଫିସର ଏବଂ…
Read More...