banner
Breaking

ରୋହିତ ପୂଜାରୀ ହେଲେ ଉପମୁଖ୍ୟ ସଚେତକ

0

ଭୁବନେଶ୍ୱର,୨୩ା୯(ଓଡ଼ିଆ ନ୍ୟୁଜ): ରୋହିତ ପୂଜାରୀଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଭାବେ ନୂଆ ଦାୟିତ୍ବ ମିଳିଛି। ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ପୁର୍ବରୁ ଏହି ଦାୟିତ୍ବ ପ୍ରଣବ ବଳବନ୍ତରାୟଙ୍କୁ ଦିଆଯାଇଥିଲା। ତାଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ କାହିଁକି ଦାୟିତ୍ୱ ମିଳିଲା ତହା ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Khansweb Solution Bhubaneswar

Leave A Reply

Your email address will not be published.