banner
Breaking

ଲୋକମାନେ ଗଣତନ୍ତ୍ରର କର୍ତ୍ତା। ଲୋକଙ୍କ ପାଇଁ କାମକର ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ବିଧାୟକମାନଙ୍କ ପାଇଁ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଛି । ଏହାର ଉଦଘାଟନ କରିଛନ୍ତି ମୁଖ୍ୟଢମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ସରଳ ହୁଅ, ଲୋକଙ୍କୁ ଉଚିତ ବ୍ୟବହାର ଦେଖାଅ । ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ନିର୍ଭର କରେ । ଜନତା ହେଉଛନ୍ତି ଗଣତନ୍ତ୍ରର ପ୍ରକୃତ କର୍ତ୍ତା। ଏହା ନିର୍ବାଚିତ ପ୍ରତିନିଧି ବୁଝିବା ଦରକାର ବୋଳି ନବୀନ କହିଛନ୍ତି । ଲୋକଙ୍କ ସ୍ୱାର୍ଥକୁ ଆଗରେ ରଖି କାମ କରିବା ଦରକାର । ଆଇନ ଓ ପଲିସିରେ ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.