banner
Breaking

ବିଜେପୁରରେ ବିଜେପିର ପ୍ରାର୍ଥୀ ହେବେ ବରିଷ୍ଠ ନେତା ।

0

ଭୁବନେଶ୍ୱର,(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ୍‌। ଆସନ୍ତା ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ହେବା ନେଇ ଶନିବାର ଘୋଷଣା ହୋଇଛି। ଏହାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଭାଜପା ଉକ୍ତ ଆସନରେ ବାଜିମାତ୍‌ କରିବ ବୋଲି ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି

ସେ କହିଛନ୍ତି, ଉକ୍ତ ଆସନ ଲାଗି ଖୁବ୍‌ଶୀଘ୍ର ଜଣେ ବରିଷ୍ଠ ଭାଜପା ନେତାଙ୍କୁ ପ୍ରାର୍ଥୀ କରାଯିବ। ଦଳ ଜିତିବା ପାଇଁ ଲଢ଼ିବ। ଆମେ ଜିତିବୁ ମଧ୍ୟ। ବିଜେପୁରର ସ୍ଥାନୀୟ ସମସ୍ୟା ଦଳର ପ୍ରମୁଖ ପ୍ରସଙ୍ଗ ହେବ। ଅପରପକ୍ଷେ ବିଜେଡି ବିଜେପୁରବାସୀଙ୍କୁ ଠକିଛି, ତେଣୁ ଏହାର ପ୍ରତିଫଳନ ଉପନିର୍ବାଚନରେ ପଡ଼ିବ ବୋଲି ପଣ୍ଡା କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.