banner
Breaking

୨୧ ରେ ବିଜେପୁର ନିର୍ବାଚନ।

0

ଭୁବନେଶ୍ୱର,୨୧ା୯(ଓଡ଼ିଆ ନ୍ୟୁଜ): ଆଜି ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ବିଗୁଲ ବାଜିଛି । ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇ ୨୪ ରେ ଗଣତି କରାଯିବ । ସେନେଇ ନାମାଙ୍କାନ ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଥିବା ବେଳେ ନାମାଙ୍କନ ଯାଞ୍ଚ ୧ଅକ୍ଟୋବରରେ କରାଯିବ । ଏହାଛଡ଼ା ଓଡ଼ିଶା ସମେତ ୧୮ ରାଜ୍ୟର ୬୪ ବିଧାନସଭା ପାଇଁ ଉପନିର୍ବାଚନ ହେବ । ଏକକାଳୀନ ଅକ୍ଟୋବର ୨୧ରେ ଗୋଟ ଗ୍ରହଣ ସାଙ୍ଗକୁ ୨୪ରେ ଭୋଟ ଗଣତି କରାଯିବ । ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ସେଠାରେ ଉପନିର୍ବାଚନ କରାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.