banner
Breaking
Browsing Category

ରାଜନୀତି

ବିଜୁ ଜୟନ୍ତୀରେ ମିନି ମାରାଥନ୍।

ଭୁବନେଶ୍ଵର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ। ଏହି ଅବସରରେ ଗୁରୁବାର ସକାଳେ ଭୁବନେଶ୍ଵରରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରୁ ଗଣଦୌଡ଼ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମଠାରେ…
Read More...

ଦାୟିତ୍ୱ ନେବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସଞ୍ଜୟ।

ଭୁବନେଶ୍ୱର,୩ା/୩ (ଓଡ଼ିଆ ନ୍ୟୁଜ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମା ସୋମବାର ଲୋକ ସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର ଅନୁମୋଦନକ୍ରମେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ସଞ୍ଜୟଙ୍କ ନିଯୁକ୍ତି ସମ୍ପର୍କରେ ଏକ…
Read More...

ସଞ୍ଜୟ ଦାଶବର୍ମାଙ୍କୁ ନୂଆ ଦାୟିତ୍ୱ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ଆଜି ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଦାୟିତ୍ୱ ଦେଇଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ନୂଆ ଦାୟିତ୍ୱ ସହ ସଞ୍ଜୟଙ୍କୁ କ୍ୟାବିନେଟ୍‍…
Read More...

ଜଗନ୍ନାଥଙ୍କୁ ଦର୍ଶନ କଲେ ଶାହା।

ପୁରୀ, ୨୯ା୨(ଓଡ଼ିଆ ନ୍ୟୁଜ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଦୁଇ ଦିନିଆ ଗସ୍ତରୁ ଆଜି ଦ୍ୱୀତିୟ ଦିନରେ ପୁରୀରେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପ୍ରହ୍ଲାଦ ସିଂ ପଟେଲ ମହାପ୍ରଭୁଙ୍କୁ ଦର୍ଶନ…
Read More...

ନବୀନ ନିବାସରେ ଧର୍ମେନ୍ଦ୍ର, ଶାହା, ମମତା ଓ ନବୀନଙ୍କ ଭୋଜନ ନେଇ ଚର୍ଚ୍ଚା।

ଭୁବନେଶ୍ୱର,୨୮/୨(ଓଡ଼ିଆ ନ୍ୟୁଜ) : ବର୍ତ୍ତମାନ ରାଜନୀତିରେ କେତେବେଳେ କଣବା ଘଟୁଛି ତାହା ଆଖିରେ ନଦେଖିବା ଯାଏ ବିଶ୍ୱାସ କରିବା କଷ୍ଟକର ହୋଇଗଲାଣି । ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଆସି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ…
Read More...

ରାଶନ କାର୍ଡ ପାଇଁ ବିଧାନସଭାରେ ଝଡ।

ଭୁବନେଶ୍ୱର,୨୬।୨(ଓଡ଼ିଆ ନ୍ୟୁଜ): ଆଜି ବିଧାନସଭାରେ ରାଶନ କାର୍ଡ ଝଡ ଉଠିଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବହୁ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। କମ୍ପ୍ୟୁଟର ଖୋଲୁ ନ ଥିବାରୁ ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦିଆଯାଇପାରୁନାହିଁ। ଗାଁ ଗଣ୍ଡାକୁ…
Read More...

ବିଜେଡି ସଭାପତି ନିର୍ବାଚିତ ହେବାପରେ କଣ କହିଲେ ନବୀନ ପଟ୍ଟନାୟକ ଜାଣନ୍ତୁ।

ଭୁବନେଶ୍ବର ୨୬।୨(ଓଡ଼ିଆ ନ୍ୟୁଜ) : ଓଡିଶା ରାଜନୀତିର ଅଦ୍ବିତୀୟ ବାଦସାହା, ଶାଡ଼େ ଚାରିକୋଟି ଓଡିଆଙ୍କ ମନର ମଣିଷ ତଥା ବିଜେଡି ସୁପ୍ରିମୋ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଗାତର ଅଷ୍ଟମଥର ଲାଗି ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବୁଧବାର ବିଜେଡି ରାଜ୍ୟ…
Read More...

ଆବାସ ଯୋଜନାରେ ବିଜେପିର ଆପତ୍ତି ଉପରେ କଡ଼ା ଜବାବ ରଖିଲେ ପ୍ରତାପ ଜେନା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଆବାସ ଯୋଜନା ଉପରେ ବିଜେପିର ଅଭିଯୋଗକୁ ଉତ୍ତର ମାଧ୍ୟମରେ ଖଣ୍ଡନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମଏଓ୍ବାଇ-ଜି) ପାଇଁ କେନ୍ଦ୍ର ସରକାର ପଇସା ଦେଉଛନ୍ତି। ସେହି ଘର ଆଗରେ ବିଜୁ ବାବୁଙ୍କ ଲୋଗୋ…
Read More...

ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭା ମୁଲତବୀ।

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶୁକ୍ରବାର ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରାରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସରକାରଙ୍କ ଲୋକଭୀମୁଖି ଯୋଜନା ସମ୍ବନ୍ଧରେ ଅଭିଭାଷଣ ରଖିବା ପରେ ଶୋକ ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଗୃହ ଅଫିସର ଗ୍ୟାଲେରିରେ ଜଣେ ମଧ୍ୟ ଅଫିସର…
Read More...

ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ।

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ସାକ୍ଷାତ୍‌ କରି ବାଲେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ସମ୍ପ୍ରସାରଣ କେନ୍ଦ୍ର ପାଇଁ ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଏକ ଚିଠି ରାଜ୍ୟ ସରକାରଙ୍କ…
Read More...