banner
Breaking
Browsing Category

ଦେଶ ବିଦେଶ

ପ୍ରଚଳିତ ହେବ ନୂଆ ରେଗା ଆଇନ ,ଘର ଭଡାଟିଆଙ୍କୁ ମିଳିବ ଫାଇଦା

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍)ପ୍ରଚଳିତ ହେବ ନୂଆ ରେଗା ଆଇନ ଯେଉଁଥିରେ ଭଡାଟିଆଙ୍କୁ ମିଳିବ ଫାଇଦା । ଦେଶରେ ଅନେକ ଲୋକ ଭଡ଼ା ଘରେ ରହୁଛନ୍ତି । ଏହି ସମୟରେ ଘର ଭଡ଼ା ଟଙ୍କା ବୃଦ୍ଧିକୁ ନେଇ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ବାରମ୍ବାର ବିବାଦ ଉପୁଜେ । ସାରା ଭାରତରେ ଦେଖିଲେ ଏହି ସମସ୍ୟା…
Read More...

ଓଡିଶା ସୋସାଇଟି ଅଫ୍ ଆମେରିକାର ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ବର : (ଓଡ଼ିଆ ନ୍ୟୁଜ୍) ଓଡିଶା ସୋସାଇଟି ଅଫ୍ ଆମେରିକାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଟ୍ଲାଣ୍ଟା ସିଟି ର ନିଉଜର୍ସି ସ୍ଥିତ ହେରା ରିସୋର୍ଟ୍ସ ରେ ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପୀ ଉକ୍ତ ବର୍ଣ୍ଣାଢ୍ୟ ଉତ୍ସବର ପ୍ରାରମ୍ଭିକ ଅପରାହ୍ନରେ“ଓଡିଶା ଡେଭଲପ୍ମେଣ୍ଟ ଡେ”…
Read More...

ପ୍ରକାଶ ପାଇଲା ଇଜ୍ ଅଫ୍ ଲିଭିଙ୍ଗ ସିଟି ତାଲିକା ! ଶୀର୍ଷରେ ପୁଣେ,୧୮ ତମ ସ୍ଥାନରେ ଭୁବନେଶ୍ୱର

ନୂଆଦିଲ୍ଲୀ:ଭାରତରେ ରହିବା ପାଇଁ ସବୁଠୁ ଭଲ ସ୍ଥାନର ତାଲିକା ସୋମବାର ଜାରି କରାଯାଇଛି।କେନ୍ଦ୍ର ସହରୀବିକାଶ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ସ୍ମାର୍ଟ ନେଟ୍ ଦ୍ୱାରା ହୋଇଥିବା ସର୍ଭେରେ ଭାରତର ୧୧୧ ସହରକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି ।ସବୁଠୁ ଭଲ ସହର ରୂପେ…
Read More...

ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

କୋଲ୍‌କାତା: ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥଲା। ଶ୍ରୀ ଚାଟାର୍ଜୀ ଆଜି କଲିକତାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ଥିବାବେଳେ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁକେଶ ଅମ୍ବାନି

ଭୁବନେଶ୍ୱର:ଓଡ଼ିଶାକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ମୁମ୍ବାଇରେ ରୋଡ ଶୋ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ଭେଟିବା ସହ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା…
Read More...

ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା

ମୁମ୍ବାଇ: ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମୁମ୍ବାଇ- ପଲ୍‌ଘର ସମୂଦ୍ରକୂଳ ଅଂଚଳରୁ ଏକ ମାଛ ଧରାଯାଇଛି। ପଲ୍‌ଘର ଅଂଚଳର ଦୁଇ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ୩୦କେଜି ଓଜନର ଏକ ମାଛ ଜାଲରେ ପଡିଥିଲା। ଏହା ପରେ ଦୁଇ ମତ୍ସଜୀବୀଙ୍କ…
Read More...

କରୁଣାନିଧିଙ୍କ ଶେଷ କୃତ୍ୟ ସଂପନ୍ନ ! ମେରିନା ବିଚ୍‌ରେ ଦିଆଗଲା ସମାଧି

ଚେନ୍ନାଇ: ଦ୍ରାବିଡ଼ କିମ୍ବଦନ୍ତୀ ପୁରୁଷ ତଥା ତାମିଲ୍‌ ରାଜନୀତିର ଭୀଷ୍ମ ପିତାମହ ଏମ. କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଚେନ୍ନାଇର ମେରିନା ବିଚ୍‌ରେ ସମାଧୀ ଦିଆଯାଇଛି କରୁଣାନିଧିଙ୍କୁ। ମାଟିର ମଣିଷ ମାଟି କୋଳରେ ନେଇଛନ୍ତି ଶେଷ ବିଶ୍ରାମ।…
Read More...

ପରଲୋକରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍.କରୁଣାନିଧି, ତାମିଲନାଡୁରେ ଶୋକର ଛାୟା

ଚେନ୍ନାଇ: ଦକ୍ଷିଣ ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ଯଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କର ୯୪ ବର୍ଷ ବୟସରେ ମଙ୍ଗଳବାର ବିୟୋଗ ଘଟିଛି। ଚେନ୍ନାଇର କାବେରୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଦେଶର ଜଣେ ବର୍ଷିୟାନ୍‌ ରାଜନେତା ଏମ୍‌.କରୁଣାନିଧି ମାତ୍ର…
Read More...

ବୁଦ୍ଧ ମନ୍ଦିରରେ ମୁଣ୍ଡନ ହେଲେ ଗୁମ୍ଫାରୁ ଉଦ୍ଧାର ୧୧ ଫୁଟ୍‌ବଲ୍‌ ଖେଳାଳି

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରୁ ଉଦ୍ଧାର ହୋଇ ପୁନର୍ଜୀବନ ପାଇଥିବା ୧୨ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ୧୧ ଜଣ ବୁଦ୍ଧ ମନ୍ଦିରରେ ମୁଣ୍ଡନ ହୋଇଛନ୍ତି। ସେମାନଙ୍କ କୋଚ୍ ମଧ୍ୟ ମୁଣ୍ଡନ ହୋଇଛନ୍ତି । ଅନ୍ୟ ଜଣେ ଖେଳାଳି ଖ୍ରୀଷ୍ଟ ଧର୍ମର ହୋଇଥିବାରୁ ତାଙ୍କର ମୁଣ୍ଡନ କରାଯାଇନାହିଁ। ଏଥି…
Read More...

କିଛି କହିବାର ଯଦି ଅଛି ମୋତେ କୁହନ୍ତୁ, ଦେଶର ସେନାକୁ ନୁହେଁ: ମୋଦି

ନୂଆଦିଲ୍ଲୀ: ଯଦି କିଛି କହିବାର ଅଛି ମୋତେ କୁହନ୍ତି, ଦେଶର ସେନାକୁ ନୁହେଁ। ସର୍ଜିକାଲ ଷ୍ଟ୍ରାଇକକୁ ମିଛ କହୁଥିବା ଲୋକଙ୍କୁ ଦେଶ ସହଜରେ ଛାଡ଼ିବ ନାହିଁ। ଲୋକସଭାରେ ଶୁକ୍ରବାର ବିରୋଧୀ ଦଳ ଓ ତେଲୁଗୁ ଦେଶମ୍‌ ପାର୍ଟି ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ମୋଦି ଏହି ଜବାବ…
Read More...