banner
Breaking
Browsing Category

ଦେଶ ବିଦେଶ

କରୋନା ପରେ ମହାଶକ୍ତି ରୂପେ ଠିଆହେବ ଭାରତ।

ଭୁବନେଶ୍ବର (ବ୍ୟୁରୋ) : କରୋନା ପ୍ରଭାବ ଶେଷ ପରେ ଭାରତ ବିଶ୍ବର ଅନ୍ୟତମ ମହାଶକ୍ତି ଭାବରେ ଉଭା ହେବ । ଏପରିକି ରୁଷ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ପରି ଦେଶର ଜିଡ଼ିପି ଠାରୁ ଭାରତର ଅଭିବୃଦ୍ଧି ହାର ଅଧିକ ରହିବ । ଭାରତ ଓ ଚୀନ ମଧ୍ୟରେ ତୀବ୍ର ଆର୍ଥନୀତିକ ପ୍ରତିଦ୍ବନ୍ଦ୍ବିତାରେ ଭାରତ ବାଜି…
Read More...

ଅପ୍ରେଲ ୨୦ ଠାରୁ କଣ ଖୋଲିବ କଣ ବନ୍ଦ ରହିବ ଜାଣନ୍ତୁ।

ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ):କରୋନା ବା କୋଭିଡ୧୯ କାୟା ବିସ୍ତାର କରିବାରେ ଲାଗିଛି।ଏହାର ମୁକାବିଲା କରିବା ପାଇଁ ଲକଡାଉନ୍ ଓ ସାମାଜିକ ଦୂରତା ମୁଖ୍ୟ ଅସ୍ତ୍ର ସାଜିଛି। ତେଣୁ ମେ ୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି।ଏହି ଦ୍ୱିତୀୟ ପର୍ଯ୍ୟାୟ…
Read More...

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଗାଇଡଲାଇନ ଜାରି।

ଦିଲ୍ଲୀ,୧୫ ।୪(ଓଡ଼ିଆ ନ୍ୟୁଜ):  କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି।  ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି ।   ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ।   ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ…
Read More...

ମୁମ୍ବାଇ ଷ୍ଟେସନରେ ହଜାର ହଜାର ଶ୍ରମିକ।

ମୁମ୍ବଇ,(ବ୍ୟୁରୋ) : ଦେଶରେ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଆଜି ତାଲା ବନ୍ଦ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ, ତାଲା ବନ୍ଦ ଦିନଠାରୁ ବିଭିନ୍ନ ସହରରେ ଫସି ରହିଥିବା…
Read More...

LIC ପ୍ରିମୀୟମ ସମୟସୀମା ଏକମାସ ବୃଦ୍ଧି।

ଭୁବନେଶ୍ୱର,୧୨।୪: କରୋନା ପାଇଁ ଲୋକମାନେ ଏବେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଲ୍‌ଆଇସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ଲାଗି ଦେୟ ସମୟସୀମା ଗୋଟିଏ ମାସ…
Read More...

ଦିଲ୍ଲୀରେ ଭୂକମ୍ପ।

ନୂଆଦିଲ୍ଲୀ,୧୨।୪: ଦିଲ୍ଲୀରେ ରବିବାର ଅପରାହ୍ନ ୫ଟା ୪୫ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂଗର୍ଭର ୮ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିଲା ବୋଲି ଅନୁମାନ କରାଯାଉଛି। ଭୂକମ୍ପ…
Read More...

ପଞ୍ଜାବରେ ଲକଡାଉନ୍ ଅବଧି ବୃଦ୍ଧି।

ଚଣ୍ଡୀଗଡ଼: ଦେଶର ଦ୍ବିତୀୟ ରାଜ୍ୟ ଭାବରେ ପଞ୍ଜାବ ଏପ୍ରିଲ ୧୪ରେ ଶେଷ ହେଉଥିବା ୨୧ ଦିନିଆ ଲକ୍ଡ଼ାଉନକୁ ସମ୍ପ୍ରସାରିତ କରିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡ଼ାଉନ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟ…
Read More...

ମତ୍ସ୍ୟଜୀବୀ ଓ ଚାଷୀଙ୍କ ପାଇଁ ଲକଡାଉନ୍ କୋହଳ।

ନୂଆଦିଲ୍ଲୀ,୧୧/୪(ବ୍ୟୁରୋ): ଲକ୍‌ଡାଉନ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଖୁସି ଖବର ଆସିଛି। ଲକ୍ ଡାଉନ୍ କଟକଣାରୁ ମତ୍ସ୍ୟ ଚାଷକୁ ବାଦ୍‌ ଦେଇଛନ୍ତି କେନ୍ଦ୍ର ସରକାର। ସମୁଦ୍ରରେ ମାଛ ଧରିବା ଏବଂ ମତ୍ସ୍ୟ ପାଳନ ଉଦ୍ୟୋଗରେ ଲକ୍‌ଡାଉନ୍‌ କଟକଣା ଲାଗିବ ନାହିଁ। ଏ ନେଇ କେନ୍ଦ୍ର ଗୃହ…
Read More...

ଶୁକ୍ରବାର କରୋନା ସ୍ଥିତି। ଭାରତ ୮୯୬ ଆକ୍ରାନ୍ତ ୩୭ ମୃତ, ଓଡିଶା ୨ ଆକ୍ରାନ୍ତ ୧୦ ସୁସ୍ଥ।

ନୂଆଦିଲ୍ଲୀ,୧୧/୪(ଓଡ଼ିଆ ନ୍ୟୁଜ) : ଭାରତରେ କରୋନା ଭୂତାଣୁ ୩ୟ ପର୍ଯ୍ୟାୟକୁ ପହଞ୍ଚିନାହିଁ କି ସମୂହ ସଂକ୍ରମଣ ହୋଇନାହିଁ ବୋଲି ସରକାର କହିଛନ୍ତି। କିନ୍ତୁ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟ ଦେଶ ତୁଳନାରେ ଏଠାରେ ସଂକ୍ରମଣ ହାର କମ୍‌ ରହିଥିଲେ ହେଁ ଗତ…
Read More...

କରୋନାରେ ପ୍ରଭାବିତ ହେବେ ଭାରତର ୪୦ କୋଟି।

ଜେନେଭା : କରୋନା ଯୋଗୁଁ ଭାରତ ଗୁରୁତର ପ୍ରଭାବିତ ହେବ । ଚଳିତ କ୍ୟାଲେଣ୍ଡର ବର୍ଷର ଦ୍ବିତୀୟ ତ୍ରୟମାସିକରେ ଏହି ଦେଶର ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନେ ଗୁରୁତର କ୍ଷତିଗ୍ରସ୍ତ ହେବେ । କେବଳ ଭାରତରେ ପ୍ରାୟ ୪୦ କୋଟି ଲୋକ ଏହାଦ୍ବାରା ପ୍ରଭାବିତ ହେବେ ବୋଲି…
Read More...