banner
Breaking
Browsing Category

ଦେଶ ବିଦେଶ

ନବୀନ ପଟ୍ଟନାୟକ ଭାରତର ନ°୧ ଜନପ୍ରିୟ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨/୬(ଓଡ଼ିଆ ନ୍ୟୁଜ) ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତର ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ ହୋଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ; ସି-ଭୋଟର ସର୍ଭେ ଅନୁସାରେ ଦେଶରେ ସବୁ ମୁଖ୍ୟମନ୍ତ୍ରୀଙ୍କ ଭିତରେ ନବୀନ…
Read More...

ସରିଲା ଲକଡାଉନ୍। କାଲିଠାରୁ ୩୦ ଦିନ ଅନଲକଡାଉନ୍-୧

ନୂଆଦିଲ୍ଲୀ,୩୧/୩(ଓଡ଼ିଆ ନ୍ୟୁଜ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍ ୪.୦‌ ଶେଷ ହେବା ଦିନକ ପୂର୍ବରୁ ସରକାର ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି।ଏହାକୁ ଅନ୍ ଲକଡାଉନ୍ ୧ ବୋଲି କୁହାଯାଇଛି। ଏଥିରେ ଧାର୍ମିକସ୍ଥଳ, ହୋଟେଲ୍‌ ଓ ସପିଂମଲ୍‌କୁ…
Read More...

ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର ,୩୦।୫(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ରହିଥିବା ଓଡ଼ିଆ ଭାଇଭଉଣୀମାନେ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା, ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ସନ୍ଧ୍ୟା ୫.୩୦ ମିନିଟ୍‌ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ…
Read More...

ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରଣ। କଣ କହିଲେ ମୋଦି

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରଙ୍କୁ ଏକ ବର୍ଷ ପୂରଣ ହୋଇଛି। ଏହି ବର୍ଷପୂର୍ତ୍ତି ଅବସରରେ ମୋଦି ଜାତି ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସରକାରଙ୍କ ଉପଲବ୍ଧି ଓ ଆଗକୁ ଥିବା ଆକାଂକ୍ଷା ବିଷୟରେ ଉଲ୍ଲେଖ କରିଛନ୍ତି। କରୋନା…
Read More...

ଇଣ୍ଡିଆ ବଦଳରେ ଭାରତ କିମ୍ବା ହିନ୍ଦୁସ୍ଥାନ ପାଇଁ ସୁପ୍ରିମକୋର୍ଟରେ ପିଟିଶନ।

ନୂଆଦିଲ୍ଲୀ,୩୦ା୫(ବ୍ୟୁରୋ): ସମ୍ବିଧାନ ସଂଶୋଧନ କରି ଦେଶର ନଁ। ଇଣ୍ଡିଆ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ଥାନ’ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ଜୁନ୍‌ ୨ରେ ଏହାର ଶୁଣାଣି କରିବାକୁ ଅଦାଲତ ନିଷ୍ପତ୍ତି ନେଇଛନ୍ତି।…
Read More...

ଦିଲ୍ଲୀରେ ଭୂକମ୍ପ ଅନୁଭୂତ।

ନୂଆଦିଲ୍ଲୀ,୨୯/୫(ବ୍ୟୁରୋ) : ଦିଲ୍ଲୀ –ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହରିୟାଣାର ରୋହତକରେ ଏହାର କେନ୍ଦ୍ର ଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୬ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୯ଟା ୮…
Read More...

ମାତ୍ର ୧୦ ମିନିଟରେ ହେବ ପାନକାର୍ଡ।

ନୂଆଦିଲ୍ଲୀ,୨୯।୫: ଆଧାର ଭିତ୍ତିକ ଇ-କେୱାଇସି ଦ୍ୱାରା ତ୍ୱରିତ ପାନ୍‌ (ଇନ୍‌ଷ୍ଟାଣ୍ଟ ପାନ୍‌) ପ୍ରଦାନ ସେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କିତ ଘୋଷଣା ୨୦୨୦ ବଜେଟରେ ହୋଇଥିଲା। ଏହାଦ୍ୱାରା ଆଧାର ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ…
Read More...

ଛତିଶଗଡ଼ ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଦେହାନ୍ତ।

ଛତିଶଗଡ଼,୨୯/୫(ବ୍ୟୁରୋ) : ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ଆଜି ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ପୁଅ ଅମିତ ଯୋଗୀ ଟ୍ୱିଟରରେ ଏହା ଜଣାଇଛନ୍ତି। ମେ’ ୯ରେ ଅଜିତ ଜୋଗୀଙ୍କୁ ହୃଦଘାତ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ମେ’ ୧୦ରେ ସେ କୋମା ଅବସ୍ଥାକୁ ଚାଲି…
Read More...

ଚୀନ ହରକତ ଉପରେ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କଲେ ମୋଦି।

ନୂଆଦିଲ୍ଲୀ,୨୬/୫-: ସୀମାରେ ଚୀନ୍ ସେନାର ହରକତ୍ ବଢ଼ୁଛି । ଗତ କିଛି ସପ୍ତାହ ହେଲା ଭାରତ ସୀମା ଭିତରକୁ ଚୀନ ସେନା ଅନୁପ୍ରବେଶ କରିବା ଓ ହେଲିକପ୍ଟର ଛାଡ଼ିବା ଘଟଣାରେ ଭାରତ ପ୍ରତିବାଦ କରିଛି । ଏହା ସତ୍ବେ ଚୀନ ଚେତୁନାହିଁ । ସୀମାନ୍ତରେ ସେନା ଛାଉଣୀ ଲଗାଇବା, ହେଲିକପ୍ଟର ମୁତୟନ କରିବା…
Read More...

କରୋନା ଯୋଦ୍ଧାଙ୍କୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍।

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନର ଉପାଦେୟତା ଏବେ ବି ଏକ ପ୍ରଶ୍ନ ହୋଇ ଉଭା ହୋଇଛି । ଆମେରିକା ଚିକିତ୍ସାବିତ୍ ଓ ଆମେରିକା ରାଷ୍ଟ୍ରପତି କରୋନା ସଂକ୍ରମଣକୁ ରୋକିବା ଏବଂ ଏଥିରୁ ସୁସ୍ଥ ହେବା ପାଇଁ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ଉପଯୁକ୍ତ…
Read More...