banner
Breaking

ନବୀନ ପଟ୍ଟନାୟକ ଭାରତର ନ°୧ ଜନପ୍ରିୟ ମୁଖ୍ୟମନ୍ତ୍ରୀ।

0

ଭୁବନେଶ୍ୱର,୨/୬(ଓଡ଼ିଆ ନ୍ୟୁଜ) ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତର ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ ହୋଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ; ସି-ଭୋଟର ସର୍ଭେ ଅନୁସାରେ ଦେଶରେ ସବୁ ମୁଖ୍ୟମନ୍ତ୍ରୀଙ୍କ ଭିତରେ ନବୀନ ସର୍ବାଧିକ ଲୋକପ୍ରିୟ। ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ଼ ଓ କେରଳ ମୁଖ୍ୟମନ୍ତ୍ରୀ ।

Khansweb Solution Bhubaneswar

Leave A Reply

Your email address will not be published.