Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଦେଶ ବିଦେଶ
ଦେଶ ପାଇଁ ଖୁସି ଖବର। ଅଗଷ୍ଟରେ ଆସିବ କରୋନା ଟୀକା କୋଭାକ୍ସିନ୍
ନୂଆଦିଲ୍ଲୀ,୩/୭(ବ୍ୟୁରୋ);ଦେଶ ପାଇଁ ଖୁସି ଖବର। ଭାରତରେ ପ୍ରସ୍ତୁତ ହୋଇଛି କରୋନା ଟିକା। ଭାରତ ବାୟୋଟେକ୍ ଇଣ୍ଡିଆ ଲିମିଟେଡ ଓ ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମଆର)ର ମିଳିତ ସହଯୋଗରେ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏହାର ନାମ ରହିଛି ‘କୋଭାକ୍ସିନ’। ଆସନ୍ତା ଅଗଷ୍ଟ ୧୫ ତାରିଖ…
Read More...
Read More...
ଅନ୍ନ ଯୋଜନା ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି।
ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ କଥା ମଧ୍ୟ କହିଛନ୍ତି ମୋଦି। ଆଜି ଯଦି ସରକାର ଗରିବଙ୍କୁ…
Read More...
Read More...
ଲଦାଖ ସୀମାକୁ ଭାରତ ପଠାଇଲା ଆକାଶ ମିସାଇଲ୍।
ନୂଆଦିଲ୍ଲୀ,୨୮/୬(ବ୍ୟୁରୋ): ଲଦାଖରୁ ଚୀନ ସେନାକୁ ସମ୍ପୂର୍ଣ୍ଣ ହଟାଇବା ନେଇ ଭାରତ-ଚୀନ ମଧ୍ୟରେ କୂଟନୈତିକ ଓ ସାମରିକ କ୍ଷେତ୍ରରେ ଆଲୋଚନା ଜାରି ରହିଥିବାବେଳେ ଉଭୟ ଦେଶ ଏଲଏସି ନିକଟରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ଶନିବାର ଲଦାଖକୁ ‘ଏୟାର…
Read More...
Read More...
ଟ୍ରେନ ଚଳାଚଳ ଉପରେ କଣ ହେଲା ଜାଣନ୍ତୁ।
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ନିୟମିତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବନ୍ଦ ରଖିଛି। ହେଲେ ସ୍ପେଶାଲ ଟ୍ରେନ୍ଗୁଡ଼ିକ ପୂର୍ବଭଳି ଚଳାଚଳ କରିବ ଓ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି…
Read More...
Read More...
ପତଞ୍ଜଳି ବାହାର କଲା କରୋନା ଔଷଧ କରୋନିଲ୍
ହରିଦ୍ୱାର,୨୩।୬: ସାରା ବିଶ୍ୱରେ କରୋନା ମହାମାରୀ ବେଲଗାମ ହୋଇପଡ଼ିଛି। ସାରା ଦେଶର ବିଶେଷଜ୍ଞ ଏହାର ମୁକାବିଲା ପାଇଁ ଭ୍ୟାକସିନ୍ ଖୋଜିବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଯୋଗ ଗୁରୁ ରାମଦେବ ବାବାଙ୍କ କମ୍ପାନୀ ପ୍ରଥମ ଥର କରୋନା ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି ବୋଲି ଘୋଷଣା…
Read More...
Read More...
ଆଣ୍ଡାମାନରେ ହେବନି ରଥଯାତ୍ରା, ଛେରାପହଁରା ପାଇଁ ଯିବେନି ଓଡ଼ିଆ ମଠ ମହନ୍ତ
ଭୁବନେଶ୍ୱର,୨୨/୬(ଓଡ଼ିଆ ନ୍ୟୁଜ): ଆଣ୍ଡାମାନ ନିକୋବରର ପୋର୍ଟବ୍ଲେୟାର ଠାରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ରଥଯାତ୍ରା ହେବ ନାହିଁ । ସେହିପରି ଠାକୁରଙ୍କ ଯାତ୍ରା ପୂର୍ବରୁ ଓଡିଶାର ନିମପଡ଼ା ଠାକୁର ପାଟଣା ମଠର ମହନ୍ତ…
Read More...
Read More...
ବଡଦାଣ୍ଡରେ ଗଡ଼ିବ ରଥ। ମାନ୍ୟବର ସୁପ୍ରିମକୋର୍ଟ
ରଥଯାତ୍ରା ନେଇ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ଶୁଣାଣି ଆରମ୍ଭ । ଅରୁଣ ମିଶ୍ରଙ୍କ ବେଞ୍ଚରେ ପକ୍ଷ ରଖିଲେ ସଲିସିଟର ଜେନେରାଲ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ପକ୍ଷରୁ ମାମଲା ଲଢୁଛନ୍ତି । କଟକଣାରେ ରଥଯାତ୍ରା କରାଯାଇପାରିବ । ଶହଶହ ବର୍ଷର ପରମ୍ପରାକୁ ବନ୍ଦ…
Read More...
Read More...
ଦେଶରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ।
ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଉଦ୍ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫,୪୧୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪,୧୧,୭୭୩ରେ। ଏମାନଙ୍କ ମଧ୍ୟରୁ ୨,୨୮,୩୦୭ ଜଣ ସୁସ୍ଥ ହୋଇ…
Read More...
Read More...
ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଶକ୍ତି କ୍ଷେତ୍ରରେ ସବୁଠୁ ଅଧିକ ଲାଭବାନ ହେବ ଓଡ଼ିଶା : ଧର୍ମେନ୍ଦ୍ର
ନୂଆଦିଲ୍ଲୀ,୧୮।୬(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବାଣିଜ୍ୟିକ ଖଣି ପାଇଁ ୪୧ଟି କୋଇଲା ଖଣି ନିଲାମ କରିବା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଏହି ଐତିହାସିକ ପଦକ୍ଷେପ ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଉର୍ଜ୍ଜା କ୍ଷେତ୍ରରେ ଓଡ଼ିଶା ସବୁଠୁ ଅଧିକ ଲାଭବାନ…
Read More...
Read More...
୨୧ ତାରିଖ ରବିବାର ସୂର୍ଯ୍ୟପରାଗ।
ଭୁବନେଶ୍ୱର, ୧୮ା୬ (ଓଡ଼ିଆ ନ୍ୟୁଜ)- ଆସନ୍ତା ୨୧ ତାରିଖରେ ସଂଘଠିତ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ। ଏହା ଭାରତର ସବୁ ସ୍ଥାନ, ପାକିସ୍ତାନର ଦକ୍ଷିଣ ଭାଗ, ଚାଇନା ଓ ଆଫ୍ରିକୀୟ ଦେଶଗୁଡ଼ିକରେ ଦୃଶ୍ୟମାନ ହେବ। ଭାରତରେ କେବଳ ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡରେ ପ୍ରାୟ ୧ ମିନିଟ ଧରି…
Read More...
Read More...