Breaking
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନାନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
Browsing Category
ଦେଶ ବିଦେଶ
ଡିସେମ୍ବର ୧ ରୁ ଗୁଜରାଟର ନିର୍ବାଚନ
ନୂଆଦିଲ୍ଲୀ,୩।୧୧ : ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତାରିଖ ଘୋଷଣା ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଛି। ଗୁଜୁରାଟରେ ୧୮୨ ବିଧାନସଭା ଆସନ ପାଇଁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ରେ ୮୯ ଟି ବିଧାନସଭା ଆସନ ଏବଂ ଡିସେମ୍ବର ୫ ରେ ୯୩ ଟି ଆସନ…
Read More...
Read More...
ଭାରତ ପାକିସ୍ତାନ ସୀମାରେ ହେବ ନୂତନ ଏୟାରବେସ୍
ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିନଗରରେ ପ୍ରତିରକ୍ଷା ଏକ୍ସପୋ-୨୦୨୨ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଭାରତ-ପାକିସ୍ତାନ ସୀମା ଏଲଓସି ନିକଟରେ ଥିବା ଦିସା ଠାରେ ଏକ ନୂତନ ଏୟାରବେସର ମୂଳଦୁଆ ପକାଇଛନ୍ତି। ସେ କହିଛନ୍ତି ଯେ ଏହି ନୂତନ ଏୟାରବେସ ଦେଶର ସୁରକ୍ଷା ପାଇଁ…
Read More...
Read More...
ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ୱର ଆବାସିକ ଡାକ୍ତରୀ ଛାତ୍ରଙ୍କ କୃତିତ୍ବ
ଭୁବନେଶ୍ୱର, : ଏହାର ପ୍ରଥମ ଦଶନ୍ଧିର ଚମତ୍କାର ଯାତ୍ରାର ସଫଳ କାହାଣୀରେ ଚଳିତ ମାସ ଏମ୍ସ ଭୁବନେଶ୍ବର ପାଇଁ ଜାତୀୟ ସ୍ତରରେ ଆଣି ଦେଇଛି କୃତିତ୍ବପୂର୍ଣ୍ଣ ଖବର। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମର…
Read More...
Read More...
ଏମ୍ସ ଭୁବନେଶ୍ୱରରେ ପ୍ରଥମ ସଫଳ କିଡ୍ନୀ ପ୍ରତିରୋପଣ
ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ବହୁପ୍ରତିକ୍ଷୀତ ପ୍ରଥମ କିଡ୍ନୀ ପ୍ରତିରୋପଣ ସମ୍ପନ୍ନ ହୋଇଛି।…
Read More...
Read More...
ରାଜଧାନୀରେ ସୂର୍ଯ୍ୟକିରଣ ଏୟାର ଶୋ ପ୍ରଦର୍ଶିତ
ଭୁବନେଶ୍ୱର : ରାଜଧାନୀର କୁଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆରେ ‘ସୂର୍ଯ୍ୟକିରଣ ଏୟାର ଶୋ’ର ଦମ୍ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ବାୟୁବୀରମାନେ ଆକାଶ ମାର୍ଗରେ ନିଜର ସାହସିକତା ପ୍ରଦର୍ଶନ କରିଛନ୍ତି। ଭିନ୍ନ ଭିନ୍ନ ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇ ଓଡ଼ିଶାବାସୀଙ୍କୁ ମନୋରଞ୍ଜନର…
Read More...
Read More...
ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣ ସମ୍ପର୍କିତ ଆଚରଣଗତ ପରିବର୍ତ୍ତନ ଉପରେ ମହିଳା ଆରୋଗ୍ୟ ସମିତି ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି…
ଭୁବନେଶ୍ୱର : ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ନେଇ ରହିଥିବା ପାରମ୍ପରିକ ଆଚରଣକୁ ସମ୍ପର୍କରେ ମହିଳା ଆରୋଗ୍ୟ ସମିତି (ଏମ୍ଏଏସ୍) ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି, ସଚେତନତା ସୃଷ୍ଟି କରିବା ଏକ ସୁସ୍ଥ ସମାଜ ଗଠନ ଦିଗରେ ଆଜିର ସମୟର ବଡ଼ ଆହ୍ବାନ। ପୁଷ୍ଟିକର ଖାଦ୍ୟ ଗ୍ରହଣ ସମ୍ବନ୍ଧୀୟ ଞ୍ଜାନ ଓ…
Read More...
Read More...
କାର ପଛ ସିଟରେ ବସି ବେଲ୍ଟ ନ ବାନ୍ଧିଲେ ଜରିମାନା
ନୂଆଦିଲ୍ଲୀ : କାର୍ ପଛ ସିଟ୍ରେ ବସୁଥିବା ଯାତ୍ରୀ ଯଦି ସିଟ୍ବେଲ୍ଟ ବ୍ୟବହାର ନ କରନ୍ତି, ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ। ଖୁବ୍ଶୀଘ୍ର ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଦୁର୍ଘଟଣାରେ…
Read More...
Read More...
ଗୁଜରାଟରେ କେଜରିୱାଲଙ୍କ ୫ ଗ୍ୟାରେଣ୍ଟି
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କ ସଙ୍ଗଠନ ପ୍ରଚାର ଅଭିଯାନ ପାଇଁ ଶୁକ୍ରବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ ଗୁଜରାଟବାସୀଙ୍କ ପାଇଁ ନିର୍ବାଚନ ପୂର୍ବର ‘ଗ୍ୟାରେଣ୍ଟି’ ଘୋଷଣା କରିବେ…
Read More...
Read More...
ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ
ଭୁବନେଶ୍ୱର : କ୍ୟାପିଟାଲ୍ ଫାଉଣ୍ଡେଶନ ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସେଣ୍ଟର ଅଡିଟୋରିୟମରେ ସେପ୍ଟେମ୍ବର ୪ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ଓଡ଼ିଶା ତଥା ସାରା ଭାରତର ଜନପ୍ରିୟ ଓ ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଫଳ ଓ ଉଲ୍ଲେଖନୀୟ ନେତୃତ୍ଵ ପାଇଁ…
Read More...
Read More...
ଭାଙ୍ଗିଲା ଟ୍ବିନ ଟାଓ୍ବାର
ନୋଏଡା : ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୯୩ଏରେ ସୁପରଟେକ୍ର ଟ୍ୱିନ ଟାୱାରକୁ ରବିବାର ଦିନ ୨ଟା ୩୦ ମିନିଟରେ ମାଟିରେ ମିଶାଇ ଦିଆଯାଇଛି । ଏହାପରେ ଟ୍ୱିନ ଟାୱାର ନିକଟରେ ଥିବା ଘର ଗୁଡିକ ସୁରକ୍ଷିତ ନଜର ଆସିଛି । ହେଲେ ନିକଟରେ ଥିବା ଏକ ସୋସାଇଟିର କାନ୍ଥ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି…
Read More...
Read More...