Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ବାଣିଜ୍ୟ
ଯେଉଁ ଡିଜାଇନ ଖୋଜିବେ ତାହା ପାଇବେ। ତନିପ୍କର ଓ୍ବେଡି° ଅଫର-ସୁନା ଗହଣା ଗଢ଼ା ମୂଲ୍ୟରେ ୨୫% ଯାଏ ରିହାତି
ଭୁବନେଶ୍ୱର,୬।୧୧(ଓଡ଼ିଆ ନ୍ୟୁଜ) ଦେଶର ଏକମାତ୍ର ଭରସାଯୋଗ୍ୟ ଟାଇଟନର ପ୍ରମାଣନ ଏବଂ ଟାଟା ଗ୍ରୁପର ବିଶ୍ବାସର ପ୍ରତିଫଳନ ହେଉଛି ତନିସ୍କ। ଗ୍ରାହକଙ୍କୁ ଗହଣା ଉପରେ ଶୁଦ୍ଧତା ଯୋଗାଇ ଦେବାରେ ଏହି ଅନୁଷ୍ଠାନ ବହୁ ଆଗରେ। ଉଭୟ ୨୨କ୍ୟାରେଟ ୧୮ କ୍ୟାରେଟ ସୁନା ଗହଣରେ ସମସ୍ତଙ୍କୁ ପଛରେ ପକାଇ…
Read More...
Read More...
ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ପାଣ୍ଠି ସଂଗ୍ରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ରେଡ୍ ସ୍ୱସ୍ତିକ ସୋସାଇଟି ଏକ ସ୍ୱୀକୃତିପ୍ରାପ୍ତ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଦୀର୍ଘ ୧୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରିଆସୁଅଛି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ…
Read More...
Read More...
ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ନିଯୁକ୍ତିରେ କ୍ୟାରିୟର ମାର୍କକୁ ଉଚ୍ଛେଦ କରି ଲିଖିତ ପରୀକ୍ଷା ମାଧ୍ୟମରେ…
ଭୁବନେଶ୍ବର,୨୪/୧୦-ଓଡ଼ିଶାରେ ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ନିଯୁକ୍ତିରେ ଲିଖିତ ପରୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ସ୍ମାରକ ପତ୍ର ଦିଆଯାଇଛି । ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ମାଧ୍ୟମରେ ଅଧ୍ୟାପକ ନିଯୁକ୍ତି ପାଇଁ ମଧ୍ୟ ଲିଖିତ ପରୀକ୍ଷା ହେଉଛି ।…
Read More...
Read More...
ଖଦି ବୋର୍ଡର ପ୍ରଦର୍ଶନୀ ଓ ବିକ୍ରୟ ମେଳା ଆରମ୍ଭ।
ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଅବସରରେ ଶନିବାର ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ‘ଖଦି ବଜାର’ ଉଦ୍ଘାଟିତ ହୋଇଯାଇଛି। ୟୁନିଟ୍-୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ…
Read More...
Read More...
ଯାନ୍ତ୍ରୀକ ଓ ବୈଷୟିକ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରେନିଂ ମାଧ୍ୟମରେ ନିଯୁକ୍ତି ଦେବ ଇଷ୍ଟଇିଣ୍ଡିଆ ଉଦ୍ୟୋଗ। ଆରମ୍ଭ କଲା…
ଭୁବନେଶ୍ୱର ,୧୯/୧୦(ଓଡ଼ିଆ ନ୍ୟୁଜ)- ଶିକ୍ଷା ଅଧ୍ୟୟନ ସମୟରେ ନିଯୁକ୍ତି ପାଇବା ସମସ୍ତଙ୍କ ଲକ୍ଷଥାଏ । ଛାତ୍ର ଛାତ୍ରୀ ମାନେ ଯାନ୍ତ୍ରୀକ ଓ ବୈଷୟିକ ଶିକ୍ଷା ପଢିବା ସମୟରେ କ୍ୟାମ୍ପସ ପକ୍ରିୟାରେ ନିଯୁକ୍ତି ପାଇଥାନ୍ତି । କିନ୍ତୁ ନିର୍ଦ୍ଧିଷ୍ଠ ବିଷୟରେ ଦକ୍ଷତା ପାଇଁ ସମ୍ପୃକ୍ତ ସଂସ୍ଥା ତରଫରୁ…
Read More...
Read More...
ୟୁସିଇ ଇ-ବାଇକର ଓଡିଶା ପ୍ରବେଶ।
ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ): ମହାରାଷ୍ଟ୍ରର ପ୍ରମୁଖ କମ୍ପାନି ଉଷା କମୁନିକେଶନ ଆଣ୍ଡ ଏଣ୍ଟରପ୍ରାଇଜ୍ ପକ୍ଷରୁ ଭୁବନେଶ୍ୱର ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଏହାର ନୂତନ ଇ ବାଇକ୍ର ଓଡିଶା ପ୍ରବେଶ କରିଛି । ଏହି ଅବସରରେ ଓଲିଉଡ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read More...
Read More...
ଅଫିସରଙ୍କ ଦବଙ୍ଗ ଗିରି ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର,ଗରିବଙ୍କ ପେଟକୁ ଲକ୍ଷ ଲକ୍ଷ ଗୋଇଠା।
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅଫିସରଙ୍କ ଦବଙ୍ଗ ଗିରି ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର,ଗରିବଙ୍କ ପେଟକୁ ଲକ୍ଷ ଲକ୍ଷ ଗୋଇଠା। ଏଭଳି ଘଟଣା ଘଟୁଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତକିଛି ମାସ ହେବ କୋକୁଆ ଭୟ ଖେଳିଯାଇଛି । ଉଠା ଦୋକାନ ଖଣ୍ଡେ କରି ପରିବାର ଭରଣ ପୋଷଣ କରୁଥିବା ଦୋକାନୀ…
Read More...
Read More...
ଦୀପାବଳି ପାଇଁ ତନିସ୍କର ଆକର୍ଷଣୀୟ ଅଫର। ସୁନା ଗହଣା ଗଢା ମୂଲ୍ୟ ଓ ହୀରା ଗହଣା ଉପରେ ୨୫% ରିହାତି।
ଭୁବନେଶ୍ବର,୧୬ ।୯(ଓଡ଼ିଆ ନ୍ୟୁଜ): ଚଳିତବର୍ଷ ଦୀପାବଳି ପାଇଁ ତନିସ୍କ ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି । ଗ୍ରାହକମାନେ ସୁନା ଗହଣା ଗଢା ମୂଲ୍ୟରେ ପଚିଶ ପ୍ରତିଶତ ଓ ହୀରା ଗହଣା ମୂଲ୍ୟ ଉପରେ ପଚିଶ ପ୍ରତିଶତ ରିହାତି ପାଇପାରିବେ ।
ଦୀପାବଳିକୁ ଦୃଷ୍ଟିରେ ରଖି ତନିସ୍କ…
Read More...
Read More...
ଭୁବନେଶ୍ବରରୁ ବିଶାଖାପାଟଣା ଆଉ ଏକ ନୂଆ ଟ୍ରେନ୍।
ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ବିଶାଖାପାଟଣାରୁ ଆଲ୍ଲାହାବାଦକୁ ଆଉ ଏକ ସ୍ବତନ୍ତ୍ର ଟ୍ରେନ ଭାୟା ଭୁବନେଶ୍ୱର ଦେଇ ଚଳାଚଳ ଆରମ୍ଭ କରିଛି। ଶୀତ ଋତୁ ଓ ପୂଜା ସମୟରେ ଗହଳି କମାଇବା ପାଇଁ ପ୍ରତି ମଙ୍ଗଳବାର ବିଶାଖାପଟଣା-ସୁବେଦାରଗଞ୍ଜ(ଆଲ୍ଲାହାବାଦ) ସୁବିଧା ସ୍ପେଶାଲ (୮୨୫୦୭-୮୨୫୦୮) ଚଳାଚଳର…
Read More...
Read More...
ଭୁବନେଶ୍ୱରରେ ଖୋଲିଲା କ୍ୟାରଟଲେନର ଦ୍ବିତୀୟ ଷ୍ଟୋର।
ଭୁବନେଶ୍ୱର,୨୮/୯(ଓଡ଼ିଆ ନ୍ୟୁଜ): ଭରତର ନିର୍ଭରଯୋଗ୍ୟ ଗହଣା ବ୍ରାଣ୍ଡ ତନିସ୍କର ସହଭାଗିତାରେ କ୍ୟାରେଟଲେନର ଏକ ନୂଆ ଷ୍ଟୋର ଚନ୍ଦ୍ରଶେଖରପୁର ଠାରେ ଖୋଲିଛି। ଏହାକୁ କାଦମ୍ବିନୀର ସ°ପାଦିକା ଇତି ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଛନ୍ତି। ପ୍ରକାଶଥାଉକି ଗହଣା କ୍ଷେତ୍ରରେ ଏକ…
Read More...
Read More...