banner
Breaking

ଯେଉଁ ଡିଜାଇନ ଖୋଜିବେ ତାହା ପାଇବେ। ତନିପ୍କର ଓ୍ବେଡି° ଅଫର-ସୁନା ଗହଣା ଗଢ଼ା ମୂଲ୍ୟରେ ୨୫% ଯାଏ ରିହାତି

0

ଭୁବନେଶ୍ୱର,୬।୧୧(ଓଡ଼ିଆ ନ୍ୟୁଜ) ଦେଶର ଏକମାତ୍ର ଭରସାଯୋଗ୍ୟ ଟାଇଟନର ପ୍ରମାଣନ ଏବଂ ଟାଟା ଗ୍ରୁପର ବିଶ୍ବାସର ପ୍ରତିଫଳନ ହେଉଛି ତନିସ୍କ। ଗ୍ରାହକଙ୍କୁ ଗହଣା ଉପରେ ଶୁଦ୍ଧତା ଯୋଗାଇ ଦେବାରେ ଏହି ଅନୁଷ୍ଠାନ ବହୁ ଆଗରେ। ଉଭୟ ୨୨କ୍ୟାରେଟ ୧୮ କ୍ୟାରେଟ ସୁନା ଗହଣରେ ସମସ୍ତଙ୍କୁ ପଛରେ ପକାଇ ଦେଇଛି। ଅସଲି ସୁନା ନିର୍ଧାରଣ କରିବାର କ୍ୟାରେମିଟର କେବଳ ତନିସ୍କ ପାଖରେ ଅଛି। ଯେଉଁଥି ପାଇଁ ଗ୍ରାହକ ନିର୍ଦୋନ୍ଦରେ ତନିସ୍କକୁ ପସନ୍ଦ କରନ୍ତି। ଆଗକୁ ବିବାହ ରୁତୁ ଆସୁଥିବାରୁ ତନିସ୍କ ଆଣିଛି ଓ୍ବେଡି° ଅଫର ଯାହାକି ସୁନା ଗହଣା ଗଢ଼ା ମୂଲ୍ୟରେ ମିଳିବ ୨୫% ରିହାତି।

ନବବଧୁ ସଜେଇ ହେବାପାଇଁ ତନିପ୍କରେ ୫୦୦୦ ରୁ ଉର୍ଦ୍ଧ୍ବ ପାରମ୍ପରିକ,ପାଶ୍ଚାତ୍ୟ ଓ ଫ୍ୟୁଜନ୍ ଲୁକ ଗହଣା ସଜେଇ ରଖିଛି। ଯାହାକୁ ଦେଖିଲେ ଅବିବାହିତା ବିବାହ କରିବାକୁ ଇଚ୍ଛା କରିବେ। ଏହା ମଧ୍ୟରେ ରିଭା,ରିଭା ଡାଏମଣ୍ଡ ବ୍ରାଇଡସ୍ ,ଅହଲ୍ୟା(ହୀରାର ଚାତୁରୀ),ରେଡ କାର୍ପେଟ,ସ୍ବୟମ୍,ଉତ୍ସବ, ଲାବଣ୍ୟମ୍,ଗୁଲଜାନ୍,ପ୍ରୀନ ଓ ଆଭିର କଲେକ୍ସନ ଆଦି ରହିଛି। ନଭେମ୍ବର ୧ ରୁ ଡିସେମ୍ବର ୧୫ ଯାଏ ଏହି ଅଫରକୁ ହାତଛଡା କରନ୍ତୁ ନାହିଁ। ଯାଆନ୍ତୁ କିଣନ୍ତୁ ତନିସ୍କ ଆପଣଙ୍କ ସାଥିରେ। ଯାହା ଖୋଜିବେ ତାହା ପାଇବେ।

Khansweb Solution Bhubaneswar

Leave A Reply

Your email address will not be published.