Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
Browsing Category
ବାଣିଜ୍ୟ
୨୩ ମଡେଲ ଇୟର ଡିସକଭରୀ ସ୍ପୋର୍ଟର ଡେଲିଭରୀ ଆରମ୍ଭ
ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ, ଭାରତରେ ୨୦୨୩ ମଡେଲ ଇୟର ଡିସକଭରୀ ସ୍ପୋର୍ଟର ଡେଲିଭରୀ ଆରମ୍ଭ କରିବାକୁ ଘୋଷଣା କରିଛି । ଡିସକଭରୀ ସ୍ପୋର୍ଟ ରେ ୨.୦ ଲିଟର ଟର୍ବୋଚାର୍ଡ ପେଟ୍ରୋଲ, ୧୮୪ କିଲୋୱାଟ ପାୱାର ଏବଂ ୩୬୫ ଏନ୍ଏମ୍ ଟର୍କରେ ଉପଲବ୍ଧ । ସେହିପରି ଏହା ୨.୦ ଲିଟର ଟର୍ବୋଚାର୍ଡ ଡିଜେଲ…
Read More...
Read More...
ଓମେଗା ସେକି ମୋବିଲିଟି ଓଡ଼ିଶାରେ ପ୍ରଥମ ଫାଷ୍ଟ ଊର୍ଜି ଇଲେକ୍ଟ୍ରି ଥ୍ରୀ ହୁଇଲର ଲଞ୍ଚ କରିଛି
ଭୁବନେଶ୍ଵର, ୨୪.୭ : ଓଡ଼ିଶାରେ ଓମେଗା ସେକି ମୋବିଲିଟି ପକ୍ଷରୁ ପ୍ରଥମ ଫାଷ୍ଟ ଉର୍ଜି ଥ୍ରୀ ହୁଇଲର ସୋରୁମ୍ ଭୁବନେଶ୍ଵର ମଞ୍ଚେଶ୍ଵରସ୍ଥିତ
ଇଷ୍ଟଣ୍ଟ ସ୍କାଏ ଭେଞ୍ଚରକୁ ପ୍ରଦାନ କରିଛି । ଦୁଇଟି ଭାରିଏଣ୍ଟର ଇଲେକ୍ଟ୍ରି ଥ୍ରୀ ହୁଇଲର ଇବି ଲଞ୍ଚ କରିଛି । ପ୍ରଥମଟି ରେଜ+ ରାପିଡ଼ି ଓପନ…
Read More...
Read More...
ତନିସ୍କର ନୂଆ କ୍ୟାମ୍ପେନ, ପ୍ରତି ମହିଳା ଜଣେ ହୀରା -ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ୱର,୧୫ା୭: ଦେଶର ଅନ୍ୟତମ ଅଗ୍ରଣୀ ଗହଣା ରିଟେଲର ତନିସ୍କ ଏହାର ନୂଆ କ୍ୟାମ୍ପେନ ‘ପ୍ରତି ମହିଳା ଜଣେ ହୀରା’କୁ ଆରମ୍ଭ କରିଛି । ଏ ପରିେପ୍ରେକ୍ଷୀରେ କମ୍ପାନି ପକ୍ଷରୁ ମୁଦି, କାନଫୁଲ, ପେଣ୍ଡେଣ୍ଟ, ନେକ୍ଲେସ୍, ବ୍ରେସ୍ଲେଟ୍, ଚୁଡ଼ି ଏବଂ ଅନ୍ୟାନ୍ୟ ସେଗ୍ମେଣ୍ଟରେ ବିସ୍ତୃତ ରେଞ୍ଜ୍…
Read More...
Read More...
ଓଡିଶା ଷ୍ଟାର୍ଟ ଅପ୍ କାର୍ଣ୍ଣିଭାଲ-୨୦୨୨
ଭୁବନେଶ୍ୱର : ଏଆଇସି-ନାଳନ୍ଦା, ଷ୍ଟାର୍ଟ ଅପ୍ ଓଡିଶା, ୟୁସିସିଆଇଏଲ୍ ଏବଂ ଫ୍ଲୁଇଡ୍ ଭେଞ୍ଚର୍ର ମିଳିତ ପ୍ରୟାସରେ ଆୟୋଜିତ
ସର୍ବବୃହତ୍ତ ମେଣ୍ଟର-ଇନ୍ଭେଷ୍ଟର-କନେକ୍ଟ ଫେଷ୍ଟ “ଓଡିଶା ଷ୍ଟାର୍ଟ ଅପ୍ କାର୍ଣ୍ଣିଭାଲ ୨୦୨୨ ଆୟୋଜିତ ହୋଇଯାଇଛି । ଦେଶର
ବିଭିନ୍ନ କ୍ଷେତ୍ରରୁ ତଥା ଭୁବନେଶ୍ୱରରୁ…
Read More...
Read More...
ଇବିଏଲ୍ ଫିନଟେକ୍ ସର୍ଭିସ୍ ପକ୍ଷରୁ ଇଜି ଲୋନ୍ ଓ୍ବେବ୍ ସାଇଟ୍ ଲୋକର୍ପିତ
ଭୁବନେଶ୍ବର,୧୪/୭(ଓଡ଼ିଆ ନ୍ୟୁଜ): ଋଣ ନେଉଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ା ଏଣିକି ଋଣ ହେଉ କି ବ୍ୟାଙ୍କ୍ ସେବା ମିଳିବ ବିନା ଝିନଝଟରେ । ଗୋଟିଏ କ୍ଲିକରେ ସମ୍ପୂର୍ଣ୍ଣ ନିରାପଦ ଓ ଗୋପନରେ ଗ୍ରାହକମାନେ ଘରେ ରହି ପାଇ ପାରିବେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ ା ଇବିଏଲ୍ ଫିନଟେକ୍ ସର୍ଭିସ୍…
Read More...
Read More...
ଭୁବନେଶ୍ୱରରେ ମେଲୋରାର ପ୍ରଥମ ନ୍ୟୁ-ଏଜ୍ ଏକ୍ସପେରିଏନ୍ସ କେନ୍ଦ୍ର ବିଏମସି ମେୟରଙ୍କ ଦ୍ୱାରା ଉଦଘାଟିତ
ଭୁବନେଶ୍ୱର : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଡି-୨-ସି ବ୍ରାଣ୍ଡ ମେଲୋରା (www.melorra.com) ପକ୍ଷରୁ ଭୁବନେଶ୍ୱର ନେକ୍ସସ ଏସପ୍ଲାନେଡ ମଲରେ ଏହାର ପ୍ରଥମ ନ୍ୟୁ-ଏଜ୍ ଏକ୍ସପେରିଏନ୍ସ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମ୍ୟୁନିସିପାଲିଟି…
Read More...
Read More...
ଓଡ଼ିଶାରେ ଖୋଲିଲା କାଞ୍ଚନର ଶାଖା କାର୍ଯ୍ୟାଳୟ
ଭୁବନେଶ୍ୱର : ଦେଶର ପ୍ରମୁଖ ଗୃହୋପକରଣ ସଂସ୍ଥା ‘ କାଞ୍ଚନ ’ ତା’ର ସାମଗ୍ରୀର ପ୍ରଚାର ଓ ପ୍ରସାର ସାଙ୍ଗକୁ ଶାଖା ବିସ୍ତାର କାର୍ଯ୍ୟକ୍ରମ ଜାରି ରଖିଛି । ମଙ୍ଗଳବାର ସଂସ୍ଥାର ଓଡ଼ିଶା ଶାଖା ଭୁବନେଶ୍ୱର ପୁରୀ ବାଇପାସର ପାଣ୍ଡରା ଠାରେ ଏହାର ନୂତନ ଶାଖା କାର୍ଯ୍ୟାଳୟ ଓ ସି ଆଣ୍ଡ ଏଫ୍ ପଏଣ୍ଟର…
Read More...
Read More...
ପଟିଆରେ ଖୋଲିଲା ନିଶାସ ସାଲୁନ୍
ଭୁବନେଶ୍ୱର : ଭୁବନେଶ୍ୱରର ପଟିଆ ଷ୍ଟେସନ ରୋଡରେ ଖୋଲିଲା ଲକ୍ଜୁରୀ ସାଲୁନ୍ ଏବଂ ସ୍ପା ନିଶାସ । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଲମ୍ପିଆଡ ଶିଭପାଲ ସିଂ ଉଦଘାଟନ କରିଛନ୍ତି । କଟକରେ ଦୀର୍ଘ୍ୟ ୨୦ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ପ୍ରିୟ ଭାଜନ ହୋଇପାରିଛି ନିଶାସ । ଭୁବନେଶ୍ୱରରୁ ବହୁ…
Read More...
Read More...
ପାଲିଆଟିଭ୍ କେୟାର ହସ୍ପିଟାଲରେ ଆସିୟୁ କକ୍ଷ ଉଦଘାଟିତ
ଭୁବନେଶ୍ୱର, ଭୁବନେଶ୍ୱର ପଟିଆ ସ୍ଥିତ ରିହାବିଟେସନ୍ ଆଣ୍ଡ ପାଲିଆଟିଭ୍ କେୟାର ହସ୍ପିଟାଲରେ ନୂତନ ଆଇସିୟୁ କକ୍ଷ ଉଦଘାଟିତ ହୋଇଯାଇଛି । ରାଉଣ୍ଡଟେବୁଲ ଇଣ୍ଡିଆ ଓ ଲେଡିଜ ସର୍କଲ ଇଣ୍ଡିଆର ସହେଯାଗରେ ନିର୍ମିତ ଏହି ବାର ଶଯ୍ୟା ବିଶିଷ୍ଠ କକ୍ଷକୁ ରାଉଣ୍ଡଟେବୁଲ୍ ଇଣ୍ଡିଆର ଓଡିଶା ମୁଖ୍ୟ ମାଣିକ…
Read More...
Read More...
ଜାଗୁଆର ଲ୍ୟାଣ୍ଡ ରୋଭରର ବାର୍ଷିକ ମୌସୁମୀ ସର୍ଭିସ୍ କ୍ୟାମ୍ପ ଜୁନ୍ ୧୪ରୁ ୧୮
ଭୁବନେଶ୍ୱର : ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତ ବାର୍ଷିକ ମୌସୁମୀ ସର୍ଭିସ୍ କ୍ୟାମ୍ପ୍ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଗ୍ରାହକଙ୍କ ପାଇଁ ୨୦୨୨ ଜୁନ୍ ୧୪ରୁ ୧୮ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଦେଶର ସମସ୍ତ ପ୍ରାଧିକୃତ ରିଟେଲରମାନଙ୍କ ମାଧ୍ୟମରେ ଏହା ଗ୍ରାହକଙ୍କକୁ ଯୋଗାଇ ଦିଆଯିବ ।…
Read More...
Read More...