banner
Breaking

୨୩ ମଡେଲ ଇୟର ଡିସକଭରୀ ସ୍ପୋର୍ଟର ଡେଲିଭରୀ ଆରମ୍ଭ

0

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ, ଭାରତରେ ୨୦୨୩ ମଡେଲ ଇୟର ଡିସକଭରୀ ସ୍ପୋର୍ଟର ଡେଲିଭରୀ ଆରମ୍ଭ କରିବାକୁ ଘୋଷଣା କରିଛି । ଡିସକଭରୀ ସ୍ପୋର୍ଟ ରେ ୨.୦ ଲିଟର ଟର୍ବୋଚାର୍ଡ ପେଟ୍ରୋଲ, ୧୮୪ କିଲୋୱାଟ ପାୱାର ଏବଂ ୩୬୫ ଏନ୍‌ଏମ୍ ଟର୍କରେ ଉପଲବ୍ଧ । ସେହିପରି ଏହା ୨.୦ ଲିଟର ଟର୍ବୋଚାର୍ଡ ଡିଜେଲ ୧୫୦ କିଲୋୱାଟ ପାୱାର ଏବଂ ୪୩୦ ଏନ୍‌ଏମ୍ ଟର୍କରେ ଉପଲବ୍ଧ । ଏଥିରେ ୪୮ଭୋଲ୍ଟ ମିଲ୍ଡ ହାଇବ୍ରିଡ ସିଷ୍ଟମ ରହିଛି । ଏହା ଆର୍‌-ଡାଇନାମିକ୍ ଏସ୍‌ଇ ମଡେଲରେ ରେ ୫ + ୨ ସିଟ ବିନ୍ୟାସରେ ଉପଲବ୍ଧ । ଏହା ୪୦:୨୦:୪୦ ସ୍ପିଲ୍ଟ ଫୋଲ୍ଡିଂ ଦ୍ୱିତୀୟ ଧାଡି ସିଟ ସହିତ ବିଭାଜିତ ହୋଇଛି ।
ଡିସକଭରୀ ସ୍ପୋର୍ଟର ସିଟ ଗୁଡିକ ସୁନ୍ଦର ଏବଂ ଦି୍ୱତୀୟ ଧାଡିରେ ସ୍ଲାଇଡ ଏବଂ ରିଲାକ୍ସଡ ସିଟିଂ କାର୍ଯ୍ୟକାରିତା ସହିତ ଆସିଛି ।
ଉପଲବ୍ଧ ପ୍ରିମିୟମ ସିଟରେ ଏହା ଉପଲବ୍ଧ ହେଉଛି ।
ଡିସକଭରୀ ସ୍ପୋର୍ଟ ଏକ ଦକ୍ଷ ପ୍ରଭାବଶାଳୀ ଅଫ ରୋଡ ସାମର୍ଥ୍ୟ ସହିତ ଆସିଛି । ଭର୍ସାଟିଲିଟି ଏହାର ମୁଖ୍ୟ ଉପାଦାନ ।
ଏଥିରେ ଆଡଭାନ୍ସଡ ଏୟାର ଫିଲଟ୍ରେଶନ ରହିଛି । ବିଏମ୍‌-୨.୫ ଏୟାର ଫଇଲଟ୍ରେଶନ ମନିଟର ଦ୍ୱାରା ଭିତରର ବାୟୁ ଗୁଣବତା ଉପରେ ନଜର ରଖାଯାଇଥାଏ । ଇଟେଂଲିଜେଂଟ ଷ୍ଟୋଭେଜ ଡିସକଭରୀ ସ୍ପୋର୍ଟର ବହୁମୁଖୀ ଆଭ୍ୟନ୍ତରରକୁ ଅଧିକ ସୁନ୍ଦର ଏବଂ ଉପଯୋଗୀ କରିଥାଏ ।
ଏହାର ଏକ୍ସ-ଶୋ’ରୁମ ମୂଲ୍ୟ ୭୧.୩୯ ଲକ୍ଷ ଟଙ୍କା ରହିଛି । ଅଧିକ ବିବରଣୀ ପାଇଁ ଙ୍ଗଙ୍ଗଙ୍ଗ.କ୍ଷବଦ୍ଭୟକ୍ସକ୍ଟଙ୍ଖରକ୍ସ.ସଦ୍ଭ ପରିଦର୍ଶନ କରନ୍ତୁ ।
ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିମିଟେଡର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ଡିସକଭରୀ ସ୍ପୋର୍ଟ ଡିଜାଇନ ଏବଂ ଇଞ୍ଜିନିୟରିଂ କ୍ଷମତାରେ ଏହାର ଆଦର୍ଶ ବହୁମୁଖୀତା ମାଧ୍ୟମରେ ଡିସକଭରୀ ବ୍ରାଣ୍ଡର ଡିଏନଏକୁ ଦର୍ଶାଉଛି ।
ଭର୍ସାଟିଲିଟି:
ଡିସକଭରୀ ସ୍ପୋର୍ଟର ଏକ ଲୋଡ ସ୍ପେଶ୍ ରହିଛି । ଯାହାକି ୧୫୭ ଲିଟର ଓଦା
ୱେଟ ଭଲ୍ୟୁମ ରଖିବାକୁ ସକ୍ଷମ । ସେହିପରି ଏହା ୧୧୫ ଲିଟରର ଏକ ଶୁଷ୍କ
କ୍ଷମତା ସହିତ ସମାନ, ଦି୍ୱତୀୟ ଏବଂ ତୃତୀୟ ଧାଡିରେ ରଖାଯାଇଥିବା କଠିନ
ବ୍ଲକ ମାଧ୍ୟମରେ ଏହା ମାପ କରାଯାଇଥାଏ । ସଂରକ୍ଷଣ କ୍ଷମତା ୧ ୭୯୪
ଲିଟରକୁ ମଧ୍ୟ ବୃଦ୍ଧି କରାଯାଇ ପାରିବ । ଯାହାକି ଶୁଷ୍କ କ୍ଷମତା ୧ ୫୭୪ ଲିଟର
ସହ ସମାନ ।
ଏଥିରେ କ୍ଲିୟରସାଇଟ ଆଭ୍ୟନ୍ତରୀଣ ରିୟର ଭିୟୁ ମିରର ରହିଛି । ଏହା ପିଭି
ପ୍ରୋ ସୁବିଧା ଦ୍ୱାରା ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ଇନ-କାର ଆଟିଫିସିଆଲ
ଇଂଟେଳଜେନ୍ସି ସହାୟତା ଉପଲବ୍‌ଦ ହୋିତାଏ । ଏହା ଦ୍ୱାରା ସେଲଫ୍ ଲଣ୍ଣିଂ
ନାଭିଗେଶନ ସିଷ୍ଟମ ଉପଲବ୍ଧ ହୋଇ ପାରିଥାଏ । ପିଭି ପ୍ରୋ ୨ରେ ୨୫.୪୦ ସେମି (୧୦) ଟଚ ସ୍କ୍ରିନ୍‌,ନୂତନ ଭାବରେ
ପରିକଳ୍ପିତ ଇଂଟରଫେସ, ଆପଲ୍‍ କାରପ୍ଲେପ୍ପ-୨, ଆଣ୍ଡ୍ରଏଡ୍ ଅଟୋ, ରିମୋଟ
ଆଦି ରହିଛି ।
ଏଥିରେ ମେରିଡିଆନ ସାଉଣ୍ଡ ସିଷ୍ଟମ ରହିଛି । ଏଥିରେ ୧୨ ଟି ସ୍ପିକର, ଏକ
ଡୁଆଲ ଚ୍ୟାନେଲ ସବଉଫର ଏବଂ ୪୦୦ ୱାଟ ଆପ୍ଲିଫାଏଡ ପାୱାର ରହିଛି ।
ଡିସକଭରୀ ସ୍ପୋର୍ଟ ଲ୍ୟାଣ୍ଡ ରୋଭରର ପ୍ରିମିୟମ ଟ୍ରାନ୍ସଭର୍ସ ଆର୍କିଟେକଚରରେ
ନିର୍ମିତ ହୋଇଛି । ଅତ୍ୟାଧୁନିକ ଟେରାନ-ଟେକ୍ନୋଲୋଜି ସହିତ ଏହା ନିଶ୍ଚିତ
କରେ ଯେ ଏହା ଏକ ଏସୟୁଭି ।
ଏହାର ଟେରେନ ରେସପନ୍ସ ୨ ଡ୍ରାଇଭିଂ ଅବସ୍ଥା ଉପରେ ନଜର ରଖେ ଏବଂ
ସ୍ୱୟଂଚାଳିତ ଭାବରେ ସବୁଠାରୁ ଉପଯୁକ୍ତ ଡ୍ରାଇଭିଂ ମୋଡ ଚୟନ କରି ସିଷ୍ଟମକୁ
ପରବର୍ତୀସ୍ତରକୁ ନେଇଯାଏ ।
ଡିସକଭରୀ ସ୍ପୋର୍ଟର ଏକ ଶ୍ରେଣୀ-ଅଗ୍ରଣୀ ୱେଡିଂ ଡେପଥ୍ ୬୦୦ ମିମି ରହିଛି ।
ଅତିରିକ୍ତ ଭାବରେ, ୱେଡ ସେନ୍ସିଙ୍ଗ ଉପଭୋକ୍ତାମାନଙ୍କୁ ୱାଟର କ୍ରସିଂକୁ ସୁରକ୍ଷିତ
ଭାବରେ ମୁକାବିଲା କରିବାରେ ସାହାଯ୍ୟ କରିପାରିଥାଏ । ଏକ ଆଲର୍ଟ
ମାଧ୍ୟମରେ ଗଭୀର ଜଳ ଯାନର ସର୍ବାଧିକ ୱେଡିଂ ଗଭୀରତା ଏହା ଉପଲବ୍‌ଧ
କରାଇଥାଏ । ଅଫ ରୋଡିଂ ପାଇଁ ଡିସକଭରୀ ସ୍ପୋର୍ଟ ହେଉଛି ଉପଯୁକ୍ତ ସାଥୀ, ଯାନଟି
କେତେକ ପ୍ରମୁଖ ବୈଶିଷ୍ଟ୍ୟ ଯେପରିକି ହିଲ ଡିସେଂଟ କଂଟ୍ରୋଲ, ଅଲ ଟେରେନ
ପ୍ରୋଗ୍ରେସ କଂଟ୍ରୋଲ ଏବଂ କ୍ଲିୟରସାଇଟ ଗ୍ରାଉଣ୍ଡ ଭ୍ୟୁ ଉପଲବ୍ଧ କରାଇଥାଏ ।

Khansweb Solution Bhubaneswar

Leave A Reply

Your email address will not be published.