banner
Breaking

ପଟିଆରେ ଖୋଲିଲା ନିଶାସ ସାଲୁନ୍

0

ଭୁବନେଶ୍ୱର : ଭୁବନେଶ୍ୱରର ପଟିଆ ଷ୍ଟେସନ ରୋଡରେ ଖୋଲିଲା ଲକ୍‌ଜୁରୀ ସାଲୁନ୍ ଏବଂ ସ୍ପା ନିଶାସ । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଲମ୍ପିଆଡ ଶିଭପାଲ ସିଂ ଉଦଘାଟନ କରିଛନ୍ତି । କଟକରେ ଦୀର୍ଘ୍ୟ ୨୦ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ପ୍ରିୟ ଭାଜନ ହୋଇପାରିଛି ନିଶାସ । ଭୁବନେଶ୍ୱରରୁ ବହୁ ଗ୍ରାହକ କଟକ ଯାଉଥିବାରୁ ସେମାନଙ୍କ ସୁବିଧା ପାଇଁ ପଟିଆ ଠାରେ ଦ୍ୱୀତିୟ ଶାଖା ଖୋଲାଯାଇଛି ବୋଲି କହିଛନ୍ତି ପ୍ରତିଷ୍ଠାତ୍ରୀ ନିଶା ଅଲ୍ଲି । ଗୋଟିଏ ଛାତ ତଳେ ଚର୍ମ, କେଶ ଓ ଶରୀର ସମ୍ବଦ୍ଧୀୟ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ ଗ୍ରାହକ । ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଅଭିଜ୍ଞ ଟ୍ରେନର ମାନଙ୍କ ଦ୍ୱାରା ହେୟାର କଟିଙ୍ଗ ଓ ମେକପ କରାଯିବ । ଭବିଷ୍ୟତରେ ନିଶାସ ଏକାଡେମୀ ଖୋଲାଯାଇ ଉନ୍ନତ ମାନର ଟ୍ରେନିଂ ଦିଆଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି କହିଛନ୍ତି ନିଶା ।

Khansweb Solution Bhubaneswar

Leave A Reply

Your email address will not be published.