banner
Breaking

ତନିସ୍କର ନୂଆ କ୍ୟାମ୍ପେନ, ପ୍ରତି ମହିଳା ଜଣେ ହୀରା -ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି

0

ଭୁବନେଶ୍ୱର,୧୫ା୭: ଦେଶର ଅନ୍ୟତମ ଅଗ୍ରଣୀ ଗହଣା ରିଟେଲର ତନିସ୍କ ଏହାର ନୂଆ କ୍ୟାମ୍ପେନ ‘ପ୍ରତି ମହିଳା ଜଣେ ହୀରା’କୁ ଆରମ୍ଭ କରିଛି । ଏ ପରିେପ୍ରେକ୍ଷୀରେ କମ୍ପାନି ପକ୍ଷରୁ ମୁଦି, କାନଫୁଲ, ପେଣ୍ଡେଣ୍ଟ, ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌, ଚୁଡ଼ି ଏବଂ ଅନ୍ୟାନ୍ୟ ସେଗ୍‌ମେଣ୍ଟରେ ବିସ୍ତୃତ ରେଞ୍ଜ୍ ନୂଆ ଡିଜାଇନ ହୀରା ଗହଣା ଉପଲବ୍ଧ କରାଯାଇଛି ।
ମହିଳା ଏବଂ ହୀରା ମଧ୍ୟରେ ଏକ ଆନ୍ତରିକ ଭାବ ରହିଛି । ପ୍ରତ୍ୟେକ ମହିଳାଙ୍କ ସ୍ୱତନ୍ତ୍ର କାହାଣୀକୁ ପାଳନ କରିବା ପାଇଁ ତନିସ୍କ ହୀରାଠାରୁ ଉପଯୁକ୍ତ ବିକଳ୍ପ ଆଉ କିଛି ନାହିଁ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି । ହୀରାର ପ୍ରକୃତ ଚମକ ସେତେବେଳେ ଆସେ, ଯେତେବେଳେ ନାରୀ ଏହାକୁ ପିନ୍ଧିଥାଏ ।
ମହିଳାଙ୍କୁ ପାଳନ କରିବା ପାଇଁ ବ୍ରାଣ୍ଡ ପକ୍ଷରୁ ହୀରା ଗହଣା ମୂଲ୍ୟ ଉପରେ ୨୦ଧ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଦେଶବ୍ୟାପୀ ଥିବା ସମସ୍ତ ତନିସ୍କ ଷ୍ଟୋରରେ ଏହି ଅଫର ଉପଲବ୍ଧ ଏବଂ ଏହାର ସୀମିତ ସମୟ ପାଇଁ ବୈଧ।
ଗ୍ରାହକ ସେମାନଙ୍କ ନିକଟସ୍ଥ ତନିସ୍କ ଷ୍ଟୋରରେ ଉଚିତ ସୁରକ୍ଷା ପ୍ରୋଟୋକଲ ସହ ପରିବର୍ଦ୍ଧିତ ମାନକଯୁକ୍ତ ସୁନା ଗହଣା ଆତ୍ମବିଶ୍ୱାସର ସହ କିଣିପାରିବେ କିମ୍ବା ଘରେ ରହି ଅନ୍‌ଲାଇନ୍ https://tanishq.co.in/diamond-desire ରେ ଗହଣା ଚୟନ କରିପାରିବେ ।

Khansweb Solution Bhubaneswar

Leave A Reply

Your email address will not be published.