Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଅପରାଧ
ଭୁବନେଶ୍ୱରରେ ଖୋଲିଲା ୪ଟି ନୂଆ କୋର୍ଟ। ଶୀଘ୍ର ସମାଧାନ ହେବ କେସ୍
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ରାଜଧାନୀ ଭୁବନେଶ୍ୱର କୋର୍ଟ ପରିସରରେ ଚାରିଗୋଟି ନୂତନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଖୋଲାଯାଇଛି। ଏଥିରେ ବିଚାରପତି ଭାବେ ଅରୁଣୀମା ଦାଶ,ସୋନା ସିଧାର୍ଥ,ସୌମ୍ୟା ରାଓ ଓ ସ୍ବଜଲି ମହାନ୍ତି ଯୋଗଦାନ କରିଛନ୍ତି। ମାନ୍ୟବର ଓଡିଶା ହାଇକୋର୍ଟଙ୍କର ଏହି ପଦକ୍ଷେପକୁ…
Read More...
Read More...
ଶାଶୁ-ବୋହୁ ଘଟଣାର ପଡିଲା ପୂର୍ଣ୍ଣଛେଦ। ଝଗଡା ବନ୍ଦ
ଭୁବନେଶ୍ବର, ୧୦।୮(ଓଡ଼ିଆ ନ୍ୟୁଜ) – ଢେଙ୍କାନାଳ ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗଁା ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲ। ଶୁକ୍ରବାର ଥାନାରେ ଆପୋସ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ ହୋଇଛି। ଏଣିକି ଶାଶୁ-ବୋହୂ ଏକାଠି…
Read More...
Read More...
କମିଶନରେଟ ପୋଲିସକୁ ବଡ ସଫଳତା
ଭୁବନେଶ୍ବର,୮/୮(ବ୍ୟୁରୋ)କମିଶନରେଟ ପୋଲିସକି ମିଳିଛି ବଡ ସଫଳତା। ରାଜଧାନୀ ଭୁବନେଶ୍ୱରେ ସମେତ ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇ ଲୁଟ୍ପାତ୍ କରୁଥିବା କୁଖ୍ୟାତ ଅପରାଧୀ ରବି ରାଓ ସମେତ ୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ ଏନକାଉଣ୍ଟର କରିଛି।…
Read More...
Read More...
ବିଭୂତି ପକାଇ ଲୁଟିଲେ ଭଣ୍ଡ ବାବା
ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ଭଣ୍ଡ ବାବା ବେଶଧାରୀ ଲୁଟେରା। ଲୁଟେରାଙ୍କୁ ସାବାଡ୍ କରିବାକୁ କମିଶନରେଟ ପୋଲିସ ଏନ୍କାଉଣ୍ଟର ପରେ ଏନ୍କାଉଣ୍ଟର କରୁଥିବାବେଳେ ସୋମବାର ରାଜଧାନୀରେ ଘଟିଛି ଅଭିନବ ଲୁଟ। ଲୁଟେରାମାନେ ବାବା ବେଶରେ ଆସି ଜଣେ ନୋଟାରିଙ୍କଠାରୁ ୩୪ହଜାର…
Read More...
Read More...
କୁନ୍ଦୁଲି ଘଟଣା ମିଛ ଓ ରହସ୍ୟମୟ – କମିଶନ
ଭୁବନେଶ୍ୱର,୩ ।୮(ଓଡ଼ିଆ ନ୍ୟୁଜ): ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଆଜି ଗୃହରେ ଉପସ୍ଥାପନ ହେବା ପରେ ଏହି ଘଟଣାକୁ ମିଛ ବୋଲି କହିଛନ୍ତି କମିଶନ । କମିଶନ କହିଛନ୍ତି ଯେ, ‘କୁନ୍ଦୁଲି ଝିଅ ମିଛ ଅଭିଯୋଗ କରିଥିଲା । କେଉଁ କାରଣରୁ ମିଛ ଅଭିଯୋଗ କରିଥିଲା ତାହା ଏବେବି ରହସ୍ୟ ହୋଇ…
Read More...
Read More...
ରାଜଧାନୀରେ ଫୁଟିଲା ପୋଲିସ ଗୁଳି। ଅପରାଧୀ ଭୟଭୀତ
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ରାଜଧାନୀରେ ଅପରାଧୀଙ୍କ ଲଗାତାର ଅପରାଧ ଘଟଣାକୁ ଚେକ୍ ଦେବାକୁ ଆକ୍ସନ ମୁଡରେ କମିଶନରେଟ୍ ପୁଲିସ। ଆଜି ଭୋରରୁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଭଇଁଚୁଆରେ ଡବଲ ଏନକାଉଣ୍ଟର କରିଛି କମିଶନରରେଟ୍ ପୁଲିସର ମିଳିତ ଟିମ୍।
ଏହି ଏନ୍କାଉଣ୍ଟରରେ ଦୁଇ…
Read More...
Read More...
ଥାନା ବାବୁଙ୍କ ମିଛ ପାଠପଢ଼ା। ନ୍ୟାୟ କେଉଁଠି ମିଳିବ
ଭୁବନେଶ୍ବର,୩୧/୭(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଥାନା ପୋଲିସ ଏତଲାକରୀଙ୍କୁ ପଢାଉଛି ମିଛପାଠ । ଦିନେ ନୁହେଁ ଏମିତି ମିଛପାଠ ଦୀର୍ଘ ଦିନହେବ ଚାଲୁରହିଛି। ପୋଲିସ ବାବୁମାନେ ଭଲ ମିଛ ମାଷ୍ଟର ବନିଗଲେଣି। ଏମିତି ଯଦି ଚାଲୁରହିବ କମିଶନରେଟ ତରଫରୁ ଏମାନଙ୍କୁ ବୋଧେ ଆଓ୍ବାର୍ଡ ମିଳିବ। କିନ୍ତୁ…
Read More...
Read More...
ପୁଣି ବେକ କଟିଲା ସାଇକୋ କିଲର୍
ଭୁବନେଶ୍ବର,୨୯।୭(ଓଡ଼ିଆ ନ୍ୟୁଜ):ରବିବାର ରାତିରେ କଟକରେ ପୁଣି ଜଣେ ମହିଳା ଆକ୍ରମଣର ଶିକାର ହୋଇଛନ୍ତି। ପୂର୍ବ ହତ୍ୟାକାଣ୍ଡ ଭଳି ମହିଳାଙ୍କ ବେକକୁ କାଟି ଦିଆଯାଇଛି। ସେ ହେଲେ ମାଲଗୋଦାମ ଥାନା ଅନ୍ତର୍ଗତ ମହ୍ଲାସାହି ଅଞ୍ଚଳରେ ରହୁଥିବା ସନ୍ଧ୍ୟା ତରାଇ(୨୮)। ରାତି ପ୍ରାୟ ୧୧ ଟାରେ…
Read More...
Read More...
ଖପୁରି କହିଲା କଥା। ଧରାହେଲା ହତ୍ଯାକାରୀ
ସମ୍ବଲପୁର,(ଓଡ଼ିଆ ନ୍ୟୁଜ): ସମ୍ବଲପୁର ସହରର
ନନ୍ଦପଡା ବାସିନ୍ଦା ବିଧବା ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ। ଗତ୨୨ ତାରିଖରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଜୟଶ୍ରୀଙ୍କ ଭିଣୋଇ ବସନ୍ତ ପଣ୍ଡାଙ୍କୁ ଗିରଫ କରିଥିଲା। ୨୦୧୧ ମସିହା ନଭେମ୍ବର ମାସରେ ଜୟଶ୍ରୀଙ୍କ ବଡ ଝିଅ…
Read More...
Read More...
ପୁରୀ ନାବାଳିକା ଦୁଷ୍କର୍ମକାରୀ ଗିରଫ, ହୋଇପାରେ ଫାଶୀ
ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍) ପୁରୀ ନାବାଳିକା ଦୁଷ୍କର୍ମ କାରିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତ ଜଣକ ନାରାୟଣ ମଲ୍ଲିକ,ବୟସ ୩୪, ଘର ଜାଉଁଳି ପୋଖରୀ ଗୋପ, ସେ ତୁଷାର ତାଜ ବସର ହେଲଫର୍ ଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ସଙ୍ଗୀନ ଦଫା ଲଗାଇଛି । ସୂଚନା…
Read More...
Read More...