banner
Breaking

ଖପୁରି କହିଲା କଥା। ଧରାହେଲା ହତ୍ଯାକାରୀ

0

ସମ୍ବଲପୁର,(ଓଡ଼ିଆ ନ୍ୟୁଜ): ସମ୍ବଲପୁର ସହରର
ନନ୍ଦପଡା ବାସିନ୍ଦା ବିଧବା ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ। ଗତ୨୨ ତାରିଖରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଜୟଶ୍ରୀଙ୍କ ଭିଣୋଇ ବସନ୍ତ ପଣ୍ଡାଙ୍କୁ ଗିରଫ କରିଥିଲା। ୨୦୧୧ ମସିହା ନଭେମ୍ବର ମାସରେ ଜୟଶ୍ରୀଙ୍କ ବଡ ଝିଅ ବିଜୟାଲକ୍ଷ୍ମୀର ବିବାହ ନିମନ୍ତ୍ରଣ ନେଇ ଭିଣୋଇ ଘରକୁ ଯାଇଥିଲେ। ସହିଦିନ ଠାରୁ ନିଖୋଜ ଥିଲେ। ଝିଅ ବିଜୟାଙ୍କୁ ସବୁବେଳେ କିଏ ରାତିରେ ଶୋଇବା ସମୟରେ କହୁଥିଲା ତୋ ମାର ହତ୍ୟାକରୀ କୁ ଧର। ଝିଅ ବାରମ୍ବାର ପୋଲିସ ଦ୍ବାରସ୍ଥ ହୋଇ ହୋଇଥିଲା। ଶେଷରେ ମହାନଦୀ ଅପରପାର୍ଶ୍ବ ବୁର୍ଲା ଥାନା ଅନ୍ତର୍ଗତ ବଡ଼ସି°ହାରୀ ମହୁଲମୁଣ୍ଡା କେନାଲ କଡରେ ଖୋଳାଖୋଳି କରି ପୁଲିସ ହାଡ ଓ ଖପୁରି ପାଇଛି ।

Khansweb Solution Bhubaneswar

Leave A Reply

Your email address will not be published.