banner
Breaking

ଭୁବନେଶ୍ୱରରେ ଖୋଲିଲା ୪ଟି ନୂଆ କୋର୍ଟ। ଶୀଘ୍ର ସମାଧାନ ହେବ କେସ୍

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ରାଜଧାନୀ ଭୁବନେଶ୍ୱର କୋର୍ଟ ପରିସରରେ ଚାରିଗୋଟି ନୂତନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଖୋଲାଯାଇଛି। ଏଥିରେ ବିଚାରପତି ଭାବେ ଅରୁଣୀମା ଦାଶ,ସୋନା ସିଧାର୍ଥ,ସୌମ୍ୟା ରାଓ ଓ ସ୍ବଜଲି ମହାନ୍ତି ଯୋଗଦାନ କରିଛନ୍ତି। ମାନ୍ୟବର ଓଡିଶା ହାଇକୋର୍ଟଙ୍କର ଏହି ପଦକ୍ଷେପକୁ ଭୁବନେଶ୍ବର ଓକିଲ ସଙ୍ଘର ପୂର୍ବତନ ସଭାପତି ମଧୁମାଧବ ଜେନା,ଏସ୍ ଏସ୍ କେ ସୁବୁଦ୍ଧି,କିଶୋର ଚନ୍ଦ୍ର କର,ଜାହିଦୁର ରେହମନ ଓ ଦୁର୍ଗା ମାଧବ ମିଶ୍ର ସ୍ବାଗତ କରିବା ସଙ୍ଗେ ସଙ୍ଗେ ବକେୟା ମାମଲା ଶୀଘ୍ର ଫଇସଲା ଓ ଅତ୍ୟାଚାରିତ,ଅବହେଳିତ, ନିଷ୍ପେସିତ,ଶୋଷିତ ସାଧାରଣ ଲୋକେ ନ୍ୟାୟ ପାଇବେ ବୋଲି ଆଶା ପ୍ରକଟ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.