banner
Breaking
Browsing Category

ଅପରାଧ

ପୁଲିସ ଜବତ କରିପାରିବ ନାହିଁ ସ୍ଥାବର ସମ୍ପତ୍ତି-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ୨୪/୯(ବ୍ୟୁରୋ): ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନା ଗଠିତ ୩ ଜଣିଆ ଖଣ୍ଡପୀଠ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ତଦନ୍ତ ଚାଲିଥିବା ବେଳେ ସ୍ଥାବର ସମ୍ପତ୍ତି ଜବତ କରିପାରିବ ନାହିଁ ପୁଲିସ୍।…
Read More...

ଦେହକୁ ଉପଭୋଗ କରିବା ପରେ ଜାତି କଥା ମନେପଡିଲା।

ବ୍ରହ୍ମପୁର ,୧୯ା୯: ଜଣେ ଦଳିତ ମହିଳାଙ୍କୁ ପ୍ରତାରଣା କରିବା ସହ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ସୁଜିତ କୁମାର ସାହୁ। ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ସୁଜିତ…
Read More...

ସାଙ୍ଗ ଛୁରୀ ଭୁଶି ହତ୍ୟାକଲା ସାଙ୍ଗକୁ।

କଟକ ,୧୯ା୯: ଲାଲବାଗ ଥାନା ଅନ୍ତର୍ଗତ ଚୁନଭାଟି ଗଳି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସେ ହେଲେ କାର୍ତ୍ତିକ ବାରିକ(୩୦) ଓରଫ ଗୁଡୁ। ସେହି ଅଞ୍ଚଳର ସଞ୍ଜୀବ ନାମକ ଯୁବକ କାର୍ତ୍ତିକଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ…
Read More...

ସିବିଆଇ ଦ୍ୱାରା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

ଭୁବନେଶ୍ୱର,୧୯/୯(ବ୍ୟୁରୋ) : ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ । ଚିଟଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ ସହିତ ଲିଙ୍କ୍ ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି । ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କୁ ସିବିଆଇ…
Read More...

ଅପରାଧୀଙ୍କ ପାଇଁ ପୁଣି ଗର୍ଜିଲା ପୋଲିସ ବନ୍ଧୁକ

ଭୁବନେଶ୍ବର,୧୪/୯(ବ୍ୟୁରୋ) ଅପରାଧୀଙ୍କୁ ସାବାଡ କରିବା ପାଇଁ ପୁଣି ଗର୍ଜିଲା ପୋଲିସ ବନ୍ଧୁକ। ଆଗକୁ ଦଶହରା ଥିବାରୁ ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ। ଆଜି ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଝାରସୁଗୁଡ଼ାର ବ୍ରଜରାଜନଗରରେ ଦୁର୍ଦ୍ଦାନ୍ତ ଅପରାଧୀ…
Read More...

ଦୁଇଜଣ ରୋମିୟଙ୍କୁ ରାସ୍ତାରେ ସାବାଡକରି ସମ୍ମାନିତ ହେଲେ ଯୁବତୀ। ସାବାସୀ ଜଣାଇଲେ କମିଶନର

ଭୁବନେଶ୍ୱର,୧୦/୯(ଓଡ଼ିଆ ନ୍ୟୁଜ)-ପୁରାଣ ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାରୀ ଶକ୍ତି ପାଖରେ ହାରମାନିଛି ପୁରୁଷ। ନାରୀ ମା,ଯାୟା,ଭଗିନୀ,ସର୍ବସ°ହା। ନାରୀ ଥରେ ସ°ହାର ଆରମ୍ଭ କଲେ ତା ପାଖରେ ହାରମାନନ୍ତି ସବୁ ଶକ୍ତି। ସେହିଭଳି ଜଣେ ସାହସୀ ନାରୀଙ୍କୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର।…
Read More...

ଆକ୍ସନ ମୁଡରେ କମିଶନର।ଭୂଲ କଲେ କ୍ଷମା ନାହିଁ

ଭୁବନେଶ୍ବର ,(ବ୍ୟୁରୋ) କମିଶନର ସୁଧାଂଶୁ  ସଡ଼ଙ୍ଗୀ  ଲାଞ୍ଚ ନେବା  ଅଭିଯୋଗରେ ନୟାପଲ୍ଲୀ ଥନାର ଜଣେ ଏସ, ଆଇଙ୍କୁ ନିଲମ୍ବନ କରିଛନ୍ତି।  ସୂଚନା ମୁତାବକ ଏସ.ଆଇ ସୁଧାଂଶୁ  ଶେଖର  ପରିଡା ଏକ  ଜବତ ବାଇକ ଖଲାସ କରିବା  ପାଇଁ ବାଇକ ମାଲିକଙ୍କଠାରୁ ୮୦୦୦ଟଙ୍କା  ଲାଞ୍ଚ ମାଗିଥିଲେ।
Read More...

ଲେଡିଜ୍ ହଷ୍ଟଲେରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ବର:(ବ୍ୟୁରୋ) ମହିଳା ହଷ୍ଟେଲରୁ ଛାତ୍ରୀଙ୍କୁ ମର ଶରୀର ଉଦ୍ଧାର। ଛାତ୍ରୀଙ୍କ ନାମ ପ୍ରଜ୍ଞାପ୍ରିୟଦର୍ଶିନୀ ସାହୁ ଓ ତାଙ୍କ ଘର ଯାଜପୁର ଜିଲ୍ଲା  ସୁକିନ୍ଦାରେ ବୋଲି ଜଣା ପାଡିଛି।  ମୃତ୍ୟୁର କାରଣ କିଛି  ଜଣା ପଡିନାହିଁ। କିନ୍ତୁ ଛାତ୍ରୀ ଜଣଙ୍କର ଶରୀର ଏକ ଓଢଣୀ ମାଧ୍ୟମରେ ଫ୍ୟାନରେ…
Read More...

ବନ୍ଦ ଘରେ ଅସଞ୍ଜତ ଅବସ୍ଥାରେ ଚାଲିଥିଲା ଖେଳ। ଉଠାଇ ଆଣିଲା ପୋଲିସ ତାପରେ କଣ ହେଲା ପଢନ୍ତୁ

ଅନୁଗୁଳ,(ବ୍ୟୁରୋ) ବନ୍ଦ ଘର ଭିତରେ ଚାଲିଥିଲା ଖେଳ ଅସଞ୍ଜତ ଅବସ୍ଥାରେ ଥିଲେ ପୁଅଝିଅ। ପୋଲିସ ପହଞ୍ଚିବା ପରେ ଘଟଣାର ହୋଇଥିଲା ପର୍ଦାଫାସ ଅନୁଗୁଳରେ ପୁଣି ଏକ ସେକ୍ସ ରାକେଟ ଠାବ କରିଛି ଅନୁଗୋଳ ପୋଲିସ । ରାଣୀଗୋଡା ଅଞ୍ଚଳର ଏକ ଲଜ଼ ଉପରେ ପୋଲିସ ଚଢ଼ାଉ କରି ୩ ଝିଅ , ୩ ଗରାଖଙ୍କୁ ଅସଂଯତ…
Read More...

ପୁଣି ହେଲା ଦୁଇ ଦୁଇଟି ନାବାଳିକା ବଳତ୍କାର ।

ରାଉରକେଲା ,(ବ୍ୟୁରୋ) ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ୨ ଟି ଦୁଷ୍କର୍ମ ଘଟଣା ସାମ୍‌ନାକୁ ଆସିଛି । ଅତ୍ୟନ୍ତ ଦୁଃଖଦ କଥା ହେଉଛି ମାତ୍ର ୪ ଓ ୧୦ ବର୍ଷ ବୟସର ଦୁଇଜଣ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଦୁଇ ଜଣଙ୍କୁ ଗିରଫ କରିବାରେ ପୁଲିସ୍‌ ସକ୍ଷମ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ୧୩…
Read More...