Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଅପରାଧ
ଟିଣ୍ଡର ଆପ୍ ମାମଲାର ନୂଆ ମୋଡ।
ଭୁବନେଶ୍ୱର,୧୩/୧(ବ୍ୟୁରୋ) ଟିଣ୍ଡର ଆପ୍ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ । ପୋଲିସର ଚାରି ଦିନର ଛାନଭିନ ପରେ ପଲଟିଲା କେସ୍ । ଅଭିଯୋଗକାରୀ ଯୁବକଙ୍କୁ ଜେଲ ପଠାଇବା ସହିତ ଯୁବତୀଙ୍କୁ ସେକ୍ସନ ୪୧ରେ ନୋଟିସ କରି ଛାଡିଦେଲା ପୋଲିସ । ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ…
Read More...
Read More...
ରାଜଧାନୀର ମାର୍କେଟ ବିଲଡି°ରେ ଆତଙ୍କରାଜ।
ଭୁବନେଶ୍ବର,୧୧/୧: ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଚଳାଇଲେ ମୁଖା ପିନ୍ଧା ଦୁର୍ବୃତ୍ତ। ମାର୍କେଟ ବିଲ୍ଡିଂରେ ବ୍ୟବସାୟ ପାଇଁ ପସରା ମେଲାଇଥିବା ଉଠା ଦୋକାନୀମାନଙ୍କୁ ୨୦ରୁ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଲେ। କାହା କଥା…
Read More...
Read More...
ଡେଟି°,ଚାଟି°,ସେକ୍ସ, ଧୋକା ପୁଣି ଜଣେ ଯୁବକଙ୍କୁ।
ଭୁବନେଶ୍ୱର, ୧୦|୦୧: ଡେଟିଂ ଆପରେ ସମ୍ପର୍କ ସ୍ଥାପନ ପରେ ଚାଟି° ତାପରେ ଲଭ ଓ ସେକ୍ସ ଶେଷରେ ଧୋକା। ଯୁବକ ମିଳାମିଶା ଓ ଶାରୀରିକ ସମ୍ପର୍କ ରଖି ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଲୁଟିଛନ୍ତି ଜଣେ ଯୁବତୀ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର ୪ଦିନର ପ୍ରେମ ସମ୍ପର୍କରେ ଜଣେ ଯୁବକଙ୍କୁ…
Read More...
Read More...
ସେକ୍ସ ରାକେଟ କାରବାରରେ ଅମୃତା ଗିରଫ।
ମୁମ୍ବାଇ,୧୦ ।୧: ବିଗ ବସ୍ ପ୍ରତିଯୋଗୀ ଅରହାନ ଖାନଙ୍କ ପୂର୍ବ ପ୍ରେମିକା ଅମୃତା ଧନୋଆ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଗତ ଶୁକ୍ରବାର ଦିନ ଗୋରେଗାଁ ଇଷ୍ଟ ହୋଟେଲରୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ରେଡ୍ କରି ମୁମ୍ବାଇର ୫ ଷ୍ଟାର ହେଟେଲରୁ ଅମୃତାଙ୍କୁ…
Read More...
Read More...
ନୀଳାଦ୍ରି ବିହାର ପଣ୍ଡାପାର୍କ ବସ୍ତିରେ ନିଶାନିବାରଣ ସଚେତନତା।
ଭୁବନେଶ୍ୱର,୭/୧(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଅଂଚଳର ନୀଳାଦ୍ରୀବିହାରସ୍ଥିତ ପଣ୍ଡା ପାର୍କ ଖ ବସ୍ତି ରେ ନିଶା କାରବାର ବନ୍ଦ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଶିଷ୍ଟ ସମାଜସେବୀ ତଥା ଆଞ୍ଚଳିକ ମହିଳା ମହାସଂଘର ସଭାନେତ୍ରୀ ମିଲି ରଣାଙ୍କ ସଭାପତିତ୍ୱର…
Read More...
Read More...
କଟକ ଗ୍ୟାଙ୍ଗଷ୍ଟାରର ସେଲଫି ଉପରେ ଡିସିପିଙ୍କ ପ୍ରତିକ୍ରିୟା।
କଟକ,୪ ।୧(ଓଡ଼ିଆ ନ୍ୟୁଜ): ଜେଲରେ ଗ୍ୟାଙ୍ଗଷ୍ଟାର ସକିଲର ସେଲ୍ଫି ଉଠାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଅଖିଳେଶ୍ ସିଂହ ସୂଚନା ଦେଇ କହିଛନ୍ତି ଯେ, ସକିଲର ୩ ନମ୍ବର ପ୍ରେମିକା ଏବେ ପୋଲିସ ହେପାଜତରେ । ସକିଲ କ୍ରାଇମ…
Read More...
Read More...
ପାୟଲ ଜେଲ ଭିତରେ ରାତିର ଲୋମଟାଙ୍କୁରା କାହାଣୀ କହିଲେ।
ମୁମ୍ବାଇ: ଅଭିନେତ୍ରୀ ପାୟଲ ରୋହତଗି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତାଙ୍କ ବାପା ମୋତିଲାଲ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଘେରକୁ ଚାଲିଆସିଥିଲେ। ସୋମବାର ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ରାଜସ୍ଥାନ କୋର୍ଟରୁ ତାଙ୍କୁ…
Read More...
Read More...
ବିଲେଇକୁ ଗୁଳିକରି ବନ୍ଧା ହେଲେ ଯୁବକ।
ଭୁବନେଶ୍ବର: ବିଲେଇକୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ। ଯୁବକ ଜଣଙ୍କ ପଡିଶା ଘରର ଏକ ପୋଷା ବିଲେଇକୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ବିଲେଇର ଏକ୍ସରେ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି କି ବିଲେଇ ମୁଣ୍ଡରେ ଗୁଳି ବାଜିଛି।
ଏପରି ଏକ…
Read More...
Read More...
ବିନା ହେଲମେଣ୍ଟରେ ଗାଡି ଚଳାଇବାରୁ ଫାଇନ ଗଣିବେ ଅଭିନେତା।
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବିନା ହେଲମେଟ୍ରେ ଗାଡ଼ି ଚଳାଇବା ଓଡ଼ିଆ ସିନେ ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କୁ ମହଙ୍ଗା ପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ତାଙ୍କୁ ଏକ ହଜାର ଟଙ୍କାର ଜରିମାନା ଲଗାଯାଇଛି। ଏନେଇ କମିଶନରେଟ୍ ପୋଲିସ ଟୁଇଟ କରି…
Read More...
Read More...
ନୂଆ ମୋଟରଯାନ ଆଇନ ଲାଗୁପରେ କମିଛି ଦୁର୍ଘଟଣା।
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ମୋଟର ଯାନ ଆଇନ କଡାକଡି ହେବା ପରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୪.୭ ପ୍ରତିଶତ କମିଛି। ମୃତ୍ୟୁହାର ୧୨% କମିଛି। ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରୁ ଏହି ସୂଚନା…
Read More...
Read More...