banner
Breaking

ଟିଣ୍ଡର ଆପ୍ ମାମଲାର ନୂଆ ମୋଡ।

0

ଭୁବନେଶ୍ୱର,୧୩/୧(ବ୍ୟୁରୋ) ଟିଣ୍ଡର ଆପ୍ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ । ପୋଲିସର ଚାରି ଦିନର ଛାନଭିନ ପରେ ପଲଟିଲା କେସ୍ । ଅଭିଯୋଗକାରୀ ଯୁବକଙ୍କୁ ଜେଲ ପଠାଇବା ସହିତ ଯୁବତୀଙ୍କୁ ସେକ୍ସନ ୪୧ରେ ନୋଟିସ କରି ଛାଡିଦେଲା ପୋଲିସ । ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଜେଲ ପଠାଇଛି ପୋଲିସ । କେବଳ ଯେ ଅଭିଯୋଗକାରୀ ବ୍ୟାଙ୍କ ମ୍ୟାନେଜରଙ୍କୁ କୋର୍ଟ ଚାଲାଣ କରାଯାଇଛି ତାହା ନୁହେଁ ବରଂ ଯୁବତୀଙ୍କ ୩ ସହଯୋଗୀଙ୍କୁ ମଧ୍ୟ ଜେଲ ପଠାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.