banner
Breaking

ବିନା ହେଲମେଣ୍ଟରେ ଗାଡି ଚଳାଇବାରୁ ଫାଇନ ଗଣିବେ ଅଭିନେତା।

0

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବିନା ହେଲମେଟ୍‌ରେ ଗାଡ଼ି ଚଳାଇବା ଓଡ଼ିଆ ସିନେ ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କୁ ମହଙ୍ଗା ପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ କମିଶନରେଟ୍‌ ପୋଲିସ ପକ୍ଷରୁ ତାଙ୍କୁ ଏକ ହଜାର ଟଙ୍କାର ଜରିମାନା ଲଗାଯାଇଛି। ଏନେଇ କମିଶନରେଟ୍‌ ପୋଲିସ ଟୁଇଟ କରି ଚାଲାଣ ସମ୍ପର୍କରେ ଜଣାଇଛି। ଏନେଇ ବାବୁସାନ ପ୍ରତିକ୍ରିୟା ରଖି ଏପରି ଭୁଲ୍‌ ଆଉ ହେବ ନାହିଁ ବୋଲି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.