banner
Breaking
Browsing Category

ଅପରାଧ

ଗୋପାଳ ଦାସ ଭାଇକୁ ପୋଲିସର ଜେରା

ବ୍ରହ୍ମପୁର : ପୋଲିସ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ବ୍ରହ୍ମପୁର ଆସି ଦୁଇଟି ପର୍ଯ୍ୟାୟରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ…
Read More...

ଲ ପରୀକ୍ଷା ଦେବେ ଅର୍ଚ୍ଚନା

ଭୁବନେଶ୍ୱର,୩୧।୧(ବ୍ୟୁରୋ): ବେଆଇନ୍‌ ଅର୍ଥ କାରବାରରେ ଗିରଫ ହୋଇ ଜେଲ୍‌ରେ ଥିବା ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମଙ୍ଗଳବାର ଇଣ୍ଟିଗ୍ରେଟେଡ ଲ’ ପରୀକ୍ଷା ଦେବେ। ଏନେଇ ଜେଏମ୍‌ଏଫ୍‌ସି ଭୁବନେଶ୍ୱର କୋର୍ଟ ଅନୁମତି ଦେଇଛନ୍ତି। ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ଜେଲ ମାନୁଆଲ ଅନୁଯାୟୀ…
Read More...

ଗୋପାଳ ଦାସ ଚାକିରୀରୁ ବିଦାହେଲେ

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଏଏସ୍ଆଇ ଗୋପାଳ ଦାସଙ୍କୁ ଚାକିରିରୁ ବିଦା କରାଯାଇଛି । କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଗିରଫ କରିବା ପରେ ଚାକିରିରୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ଏଏସଆଇ ଗୋପାଳ ଦାସ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗତକାଲି…
Read More...

ରାଜଧାନୀରେ ଗଣ ବଳାତ୍କାର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଗଣ ବଳାତ୍କାର। ବିଶ୍ୱକପ ହକି ପାଇଁ ରାଜ୍ୟ ସରକାର ଓ କମିସନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବା ବେଳେ ଅପରାଧୀ ମାନେ ଭିଆଇଛନ୍ତି ଅପରାଧ। ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ…
Read More...

ଗଣମାଧ୍ୟମ ପ୍ରତିନିଧିଙ୍କ ଘରେ ପଶି ଆକ୍ରମଣ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଗୁଳୁଦିଟଶି ଗ୍ରାମର ବାସିନ୍ଦା ଗଣମାଧ୍ୟମ ପ୍ରତିନିଧି ଦଶରଥ ବାରିକଙ୍କୁ ଗୁରୁବାର ରାତିରେ ତାଙ୍କ ଘରେ ପଶି ଆକ୍ରମଣ କରାଯାଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗୁରୁବାର ରାତି ୮ ଟା ସମୟରେ ତୁରୁମୁଙ୍ଗା ଥାନା…
Read More...

ବିଜେବି କଲେଜ ରାଗି° ଘଟଣାରେ ୪ ଗିରଫ

ଭୁବନେଶ୍ୱର,୫।୧(ବ୍ୟୁରୋ): ବିଜେବି କଲେଜରେ ରାଗିଂ ଘଟଣାରେ ଗୁରୁବାର କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଅନ୍ୟପକ୍ଷେ, ପୋଲିସ ସମ୍ପୃକ୍ତ ୪ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ୪ ଛାତ୍ର ହେଲେ ସାଇ ପ୍ରିୟ ରଞ୍ଜନ ଭୋଇ, ସୂର୍ଯ୍ୟକାନ୍ତ ସେଠୀ, ଚିନ୍ମୟ ବେହେରା ଓ…
Read More...

ମହିଳା ଏସଆଇ ଆକ୍ରମଣ ଘଟଣାରେ ୩ ଅଟକ

ଭୁବନେଶ୍ୱର,୫ା୧(ବ୍ୟୁରୋ): ମହିଳା ଏସ୍‌ଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଶହୀଦନଗର ଥାନାରେ ଅଟକ ରଖି ପଚରାଉଚରା କରିଛି ପୋଲିସ। ଏଥିସହ ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି। ନୂଆବର୍ଷରେ ଅତ୍ୟଧିକ ମଦ୍ୟପାନ…
Read More...

ପୁଣି ଜେରା ହେବେ ଅର୍ଚ୍ଚନା ଦମ୍ପତି

ଭୁବନେଶ୍ୱର : ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଚଳାଇଛି। ତେବେ ଡିଜିଟାଲ ଏଭିଡେନ୍ସ ପାଇବା ବୁଧବାର ଇଡି ଅର୍ଚ୍ଚନାଙ୍କୁ ଜେଲ ଭିତରେ ଜେରା କରିବ। ଏଥିପାଇଁ ମଙ୍ଗଳବାର କୋର୍ଟ ଇଡିକୁ ଅନୁମତି ଦେଇଥିଲେ। ସେହିପରି ଗୁରୁବାର ଅର୍ଚ୍ଚନାଙ୍କ ବିଜନେସ…
Read More...

୩ ଜଣ ଡକାୟତଙ୍କୁ ମାଡ଼ି ବସିଲା ମଞ୍ଚେଶ୍ବର ଥାନା ପୁଲିସ

ଭୁବନେଶ୍ୱର: ରାଜଧାନୀରେ ଡକାୟତି ପାଇଁ ସମେଇଗଡିଆ ଅଞ୍ଚଳରେ ଯୋଜନା କରୁଥିବା ବେଳେ ମାଡ଼ି ବସିଲା ମଞ୍ଚେଶ୍ଵର ଥାନା ପୁଲିସ। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ କରିବା ସହିତ ଉକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।…
Read More...

ଗୋବିନ୍ଦ ସାହୁଙ୍କ ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗିର : ସେ ବହୁତ ଷ୍ଟ୍ରଙ୍ଗ ଲୋକଥିଲେ । ସେ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ତାଙ୍କୁ ହତ୍ୟା କରାଯାଇଛି । ଏମିତି ଅଭିଯୋଗ ଆଣିଛନ୍ତି ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀ । ଗୋବିନ୍ଦ ସାହୁ ଗତକାଲି ରାତି ୧୧ଟାରେ ଘରକୁ ଫୋନ କରିଥିଲେ । ଭଲମନ୍ଦ ପଚାରି ବୁଝିଥିଲେ । ହେଲେ…
Read More...