banner
Breaking
Browsing Category

ସାହିତ୍ୟ ଓ ସଂସ୍କୃତି

କବିର ଦୃଷ୍ଟି ଓ ସୃଷ୍ଟି ଐକେନ୍ଦ୍ରିୟଭୂତ ହେଲେ କବିତା ମନ ଛୁଆଁ ହୋଇପାରିବ

ଭୁବନେଶ୍ୱର, : କବିତାର ଶିର୍ଷକ, ପଂକ୍ତି,ଛାନ୍ଦ, ସ୍ୱର ଓ ଭାବାବେଗ ପାଠକଙ୍କ ମନକୁ ଛୁଇଁବା ସହିତ ପାଠକ ଚୟନ କରେ । ଅକ୍ଷର ହେଉଛି ଜୀବନ୍ତ ଦେବତା ଯାହା ପାଠକଙ୍କ ଆଗରେ ନିଜର ସ୍ୱରୂପ ଉନ୍ମୋଚନ କରେ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭଗବତ ଗୀତା । ତେଣୁ କବିର ଦୃଷ୍ଟି ଓ ସୃଷ୍ଟି…
Read More...

ଶୈଳଶ୍ରୀ ବିହାରରେ ୫୦ ଫୁଟର ଗଣେଶ ମୂର୍ତ୍ତି ଓ ମହୀଶୂର ତୋରଣ

ଭୁବନେଶ୍ୱର,: ଅଉ କେଇଟା ଦିନ ପରେ ଧରା ଧାମକୁ ବିଜେ କରିବେ ଆଦିଦେବ ପ୍ରଭୁ ଶ୍ରୀ ଗଜାନନ । ସେଥିପାଇଁ ଭୁବନେଶ୍ୱରରେ ବିଭିନ୍ନ ଗଣେଷ ପୂଜା କମିଟି ଓ କ୍ଲବ ତରଫରୁ ଚାଲିଛି ଜୋରଦାର ପ୍ରସ୍ତୁତି । କରୋନା ମହାମାରୀର କରାଳ ଦାଉରେ ଦୁଇବର୍ଷ ଧରି ଆଡମ୍ବରରେ ହୋଇପାରି ନଥିବା ଗଣେଷ ପୂଜା ଏଥର ମହା…
Read More...

ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିମିଟିର ପ୍ରସ୍ତୁତି ବୈଠକ

ଭୁବନଶ୍ୱର : କରୋନା ମହାମାରୀର କରାଳ ଦାଉରେ ଦୁଇବର୍ଷ ଧରି ଆଡମ୍ବରରେ ହୋଇପାରି ନଥିବା ଦୁର୍ଗାପୂଜା ଏଥର ମହା ଅଡମ୍ବରରେ ପାଳିତ ହେବାକୁ ଯାଉଛି । ଲୋକମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖା ଦେଇଛି । ବିଭିନ୍ନ ପୂଜା କମିଟି ଜାକ୍ ଜମକରେ ପୁଜା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି…
Read More...

ଜଗନ୍ନାଥ ସଂସ୍କୃତି ପୃଥିବୀ ସାରା ପରିବ୍ୟାପ୍ତ ହେବ, ଓଡିଆଙ୍କ ମନୋବଳ ଶ୍ରୀଜଗନ୍ନାଥ ଅନୁଷ୍ଠିତ

ଭୁବନେଶ୍ୱର – ଓଡିଶାବାସୀଙ୍କ ପ୍ରତେକ ଘରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ପ୍ରଚଳିତ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ଓଡିଶାରେ ପାଳିତ ହୁଏ ବାର ମାସରେ ତେର ପର୍ବ । ପୁରାଣ ଶାସ୍ତ୍ରକୁ ଅନୁଧ୍ୟାନ କଲେ ଜଣାଯାଏ କଳି ଯୁଗର ଶ୍ରେଷ୍ଠ ଅବତାର ପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର, ୫ା୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନବୀନ ନିବାସଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ୨ଟି ପୁସ୍ତକ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମହାନ୍ତିଙ୍କୁ ତାଙ୍କ ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇବା ସହ…
Read More...

କବିତା ପୁସ୍ତକ ନୀଳ ଅନୁରାଗ ଉନ୍ମୋଚିତ

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଠାରେ ବର୍ଷିୟାନ କବି କୃଷ୍ଣଚନ୍ଦ୍ର ମହଲାଙ୍କର ପ୍ରଥମ କବିତା ପୁସ୍ତକ "ନୀଳ ଅନୁରାଗ" ଉନ୍ମୋଚିତ ହୋଇଯାଇଛି । ଆସର ଆରମ୍ଭରେ ସର୍ବାଣୀ ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କବି ଶ୍ରୀ ମହଲାଙ୍କର ଲେଖକୀୟ ଅନୁଭୂତି ବର୍ଣ୍ଣନା ପରେ ସଂକଲନରୁ…
Read More...

ଦଶଟି ଓଡ଼ିଆ ଗଜଲ୍‌ଧର୍ମୀ ଗୀତର ଲୋକାର୍ପଣ ସନ୍ଧ୍ୟା

ଭୁବନେଶ୍ୱର : ସ୍ଥାନୀୟ ଜୟଦେବ ଭବନଠାରେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତଙ୍କ ବଳିଷ୍ଟ ସଙ୍ଗୀତ ନିର୍ଦ୍ଦେଶନାରେ ଗଜଲ ଧର୍ମୀ ବା ଗଜଲ ଛାୟାରେ ରଚିତ ଦଶଟି ଓଡିଆ ଏବଂ ହିନ୍ଦୀ ଗଜଲ୍‌/ଗୀତର ଲୋକାର୍ପଣ କରାଯାଇଛି । ଏହି ଲୋକାର୍ପଣ ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ ସଂଗୀତ ଗାୟକ…
Read More...

ଆଜି ପ୍ରଥମ ଶ୍ରାବଣ ସୋମବାର, ଜଳଲାଗି ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଆଜି ଶ୍ରାବଣର ପ୍ରଥମ ସୋମବାର। କାଉଡିଆଙ୍କ ବୋଲ ବମ୍‌ ହର୍‌ ହର୍‌ ବମ୍‌, ଭୋଲା ବାବା ପାର୍‌ କରେଗା…ଧ୍ୱନିରେ ପ୍ରକମ୍ପିତ ହୋଇଛି ଶୈବପୀଠ। ଦୀର୍ଘ ୨ବର୍ଷ କରୋନା କଟକଣା ପରେ ଚଳିତବର୍ଷ ଅନୁଷ୍ଠିତ ହେଉଛି ବୋଲବମ୍‌ ଯାତ୍ରା। ପାଣି ଢ଼ାଳିବା ପାଇଁ ଶିବଭକ୍ତମାନେ ବଡ଼ ଉତ୍ସାହର ସହ…
Read More...

ଜୟ ଜଗନ୍ନାଥ ପରିବାରର ତୃତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର, ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଲୋକଙ୍କ ପାଖରେ ପହଁଚାଇବାର ସଂକଳ୍ପ ନେଇ ଗଢି ଉଠିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ପରିବାରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଚନ୍ଦ୍ରଶେଖରପୁର ସ୍ଥିତ ହାଉସିଂ ବୋର୍ଡ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି…
Read More...

ଲକ୍ଷ୍ମୀ ନାରାୟଣ ଜୀଉ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର,: ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଓଏସ୍‌ଏପି ୭ମ ବାଟାଲିୟନ ପରିସରରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କମିଶନରେଟ୍ ପୋଲିସ, ଓଏସଏପି ବାଟାଲିୟନ୍‌ର ହାବିଲ୍‌ଦାର ସିପାହୀ ସଂଘ ଓ…
Read More...