banner
Breaking
Browsing Category

ସାହିତ୍ୟ ଓ ସଂସ୍କୃତି

ଆଜି ପୁରୀରେ ଦର୍ଶନ ଦେବେ କାଳିଆ ସାଆନ୍ତେ।

ପୁରୀ,୩/୧(ଓଡ଼ିଆ ନ୍ୟୁଜ):ଭକ୍ତଙ୍କର ସେ ସାଆନ୍ତେ। ତାଙ୍କୁ ଦେଖିବାକୁ ଭକ୍ତ ବ୍ୟାକୁଳ ସେ ମଧ୍ୟ ଭକ୍ତଙ୍କୁ ଦେଖିବାକୁ ବ୍ୟାକୁଳ। ଆଜିଠାରୁ ବାହାର ଲୋକଙ୍କ ପାଇଁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ। ଏହା ସହିତ ପୁରୀବାସୀ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଦର୍ଶନ କରିପାରିବେ; କିନ୍ତୁ ସେମାନେ…
Read More...

ପୁରୀରେ ହେବ ଆନ୍ତର୍ଜାତୀୟ ବିମାନ ବନ୍ଦର।

ଭୁବନେଶ୍ୱର,୨।୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଓଡ଼ିଶାର ବିକାଶ ପାଇଁ ନୂତନ ପଦକ୍ଷେପମାନ ନେଇ ଆସୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ପୁରୀ ଧାମରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ସାହିତ୍ୟ ହାରି ଯାଉଥିବା ଲୋକକୁ ବଞ୍ଚିବାର ପ୍ରେରଣା ଦିଏ। ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୯/୧୨- ବିନ୍ଦୁ ସାହିତ୍ଯ ସମାଜର ବାର୍ଷିକୋତ୍ସବ ଓ ଗଳ୍ପ ଆସର ୱେବନାର ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ସଭାପତି ପ୍ରଫେସର ନିତ୍ଯାନନ୍ଦ ମିଶ୍ର ଉଦଘାଟନ କରି ତାଙ୍କ ଅଭିଭାଷଣରେ ବିନ୍ଦୁ ସାହିତ୍ଯ ସମାଜର ଆଭିମୂଖ୍ଯ ସ୍ପଷ୍ଟ କରିଥିଲେ।ଏଥିରେ…
Read More...

୨୪ରେ ଖୋଲିବ ଶ୍ରୀମନ୍ଦିର।

ପୁରୀ , ୧୨।୧୨: କରୋନା ଯୋଗୁ ପ୍ରାୟ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଏବେ ଖୋଲିବାକୁ ଯାଉଛି। ଏନେଇ ଶନିବାର ମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଖୋଲିବାକୁ ଛତିଶା ନିଯୋଗ ସମ୍ମତି ପ୍ରଦାନ କରିଥିବାବେଳେ ୨ଦିନ ମଧ୍ୟରେ…
Read More...

ଚଳିତବର୍ଷ ନଦୀ ଘାଟରେ ହେବନାହିଁ ଛଟ୍ ପୂଜା।

ଭୁବନେଶ୍ବର,୧୬।୧୧(ବ୍ୟୁରୋ)- ଚଳିତ ବର୍ଷ ନଦୀ ଘାଟରେ ହେବ ନାହିଁ ଛଟ୍‌ ପୂଜା। କରୋନା କାଳରେ ନଦୀ ଘାଟରେ ଅଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୨୦ ଓ ୨୧ତାରିଖରେ ଛଟ୍‌ ପୂଜା ସମାରୋହ ପାଳନ ଓ ନଦୀରେ ସମୂହ ବୁଡ ପକାଇବା ଉପରେ ରାଜ୍ୟ ସରକାର…
Read More...

ପୁରୀ ଜଗନ୍ନାଥ ମନ୍ଦିର ଖୋଲିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ।

ପୁରୀ,୧୬।୧୧: ମହାମାରୀ କରୋନା ପାଇଁ ଦୀର୍ଘ ୮ମାସ ହେବ ରାଜ୍ୟର ବିଭିନ୍ନ ମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ସେବାୟତ ଓ ପୂଜକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ସେମାନଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ତେଣୁ ରାଜ୍ୟର ଦେବାଦେବୀ ପୀଠ ତୁରନ୍ତ ଖୋଲିବା…
Read More...

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ।

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତି ପଢ଼ିବାର ସୁଯୋଗ…
Read More...

ଦୀପାବଳିରେ ଫୁଟିବନି ବାଣ।

ଭୁବନେଶ୍ବର ୧୩।୧୧ : ଚଳିତ ବର୍ଷ ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ। କୋଭିଡ଼‌ କଟକଣାକୁ ଦେଖି କମିଶନରେଟ୍‌ ପୋଲିସର ଦୃଢ଼ ପଦକ୍ଷେପ। ନିୟମ ଉଲ୍ଲଂଘନ କରି ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ। ଜଟଣୀରେ ଥିବା ୩ଟି ବାଣ ଗୋଦାମ୍‌ ସିଲ୍‌ କରାଯାଇଛି। ଲକ୍ଷାଧିକ ଟଙ୍କା ମୂଲ୍ୟର ବାଣ ଜବତ…
Read More...

ଏଥର ହେବନାହିଁ କଟକ ବାଲିଯାତ୍ରା।

କଟକ ,୩୦ା୧୦: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ହେବ ନାହିଁ। କରୋନା ମହାମାରୀ ସମୟରେ ଏଭଳି ଆୟୋଜନ ସମ୍ଭବ ନୁହେଁ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲାପାଳ ଭବାନୀ ଶଙ୍କର ଚୟନି। ଏଥିସହିତ କଟକର ଧବଳେଶ୍ୱରଙ୍କ ପୀଠରେ ମଧ୍ୟ ବଡ଼ଓଷା ହେବନାହିଁ। ସାମୂହିକ ଭାବେ କଟକରେ ବୋଇତ ବନ୍ଦାଣ ଉତ୍ସବ…
Read More...

ବିଦାୟ ନେଲେ ମା ।

ଭୁବନେଶ୍ୱର(ବ୍ୟୁରୋ), ୨୮ା୧୦: କୋଭିଡ୍‌ କଟକଣା ମଧ୍ୟରେ ଚଳିତବର୍ଷ କଟକ ଓ ଭୁବନେଶ୍ୱରରେ ଦୁର୍ଗା ପୂଜା ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସହରରେ ବିନା ଶୋଭାଯାତ୍ରା ଓ ନିରାଡମ୍ବର ଭାବେ ମା’ଙ୍କୁ ମେଲାଣି ଦିଆଯାଇଛି। ପ୍ରତିବର୍ଷ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭସାଣି ଉତ୍ସବରେ ସାମିଲ…
Read More...