banner
Breaking

କାଲି ଧବଳେଶ୍ବର ପୀଠରେ ୧୪୪ ଧାରା।

0

କଟକ: ଆସନ୍ତା କାଲି ପବିତ୍ର ମକର ସ°କ୍ରାନ୍ତି। ମକର ସଂକ୍ରାନ୍ତିରେ ଭିଡ଼କୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଠଗଡର ଧବଳେଶ୍ଵର ମନ୍ଦିରରେ ଧାରା ୧୪୪ ଲାଗୁ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡର ଉପ-ଜିଲ୍ଲାପାଳ ଅଜମ୍ବର ମହାନ୍ତି। ସେ କହିଛନ୍ତି ଯେ ଏହି ଦିନରେ ପୂଜାପାଠ କରିବା ପାଇଁ ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇପାରେ। ଯାହା ଫଳରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ତେବେ ଏହି ସମୟ ମଧ୍ୟରେ ମନ୍ଦିର ନଯିବାକୁ ଶ୍ରୀ ମହାନ୍ତି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.