banner
Breaking
Browsing Category

ସାହିତ୍ୟ ଓ ସଂସ୍କୃତି

ଭକ୍ତ ନିବାସ ବୁକି° ପାଇଁ ଓ୍ବେବ ସାଇଟ୍ ଲୋକାର୍ପିତ

ପୁରୀ,୧୦ା୧୨: ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତନିବାସଗୁଡ଼ିକର ବୁକିଂ ପାଇଁ ଏକ ନୂଆ ୱେବ ଆପ୍ଲିକେଶନ୍‌ ଲୋକାର୍ପିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲାପାଳ ତଥା…
Read More...

କଳାମଣିମା ସ°କ୍ଷିପ୍ତ ପଞ୍ଜିକା-୨୦୨୨ ଲୋକାର୍ପିତ

ପୁରୀ : ଓଡ଼ିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘କଳା ମଣିମା’ ଦ୍ୱାରା ଜ୍ୟୋତିର୍ବିଦ ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କ ସମ୍ପାଦନାରେ, ୨୦୨୨ ପାଇଁ ଏକ ସଂକ୍ଷିପ୍ତ ପଞ୍ଜିକା ସିଂହଦ୍ୱାର ସମ୍ମୁଖରେ ଲୋକାର୍ପିତ ହୋଇ ଯାଇଛି। ଅନେକ ବର୍ଷ ଧରି ଏହି ପଞ୍ଜିକାଟି ଓଡ଼ିଶାରେ ପ୍ରଚଳିତ ଅନ୍ୟାନ୍ୟ…
Read More...

ଲକ୍ଷ୍ମୀ ନାରାୟଣ ବେଶରେ ଝଲସିଲେ ମହାପ୍ରଭୁ

ପୁରୀ , ୧୬।୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସୋମବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚକ ନୀତି ଆରମ୍ଭ ହୋଇଛି। ଏକାଦଶୀରେ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି। ତେବେ ଚଳିତବର୍ଷ ପ୍ରଶାସନର କଟକଣା ଯୋଗୁ ଏହି ଅନନ୍ୟ ବେଶ ଦର୍ଶନରୁ ଭକ୍ତ…
Read More...

ମା ତାରିଣୀ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର : ନୀଳାଦ୍ରି ବିହାର ସେକ୍ଟର ଏକ ସ୍ଥିତ ମା ତାରିଣୀ ମନ୍ଦିରର ପୁନଃ ପ୍ରତିଷ୍ଠା ଓ ୧୨ ତମ ବାର୍ଷିକ ଉତ୍ସବ କୋଭିଡ୍ ନିୟମ ଅନୁସାରେ ପାଳିତ ହୋଇଯାଇଛି । ବୁଧବାର ସକାଳ ସମୟରେ କଳସ ଯାତ୍ରା ପରେ ସୂର୍ଯ୍ୟ ପୂଜା ,ଘଟ,ନିମଜ୍ଜନ ,ମହାସ୍ନାନ,ଅଗ୍ନିସଂସ୍ଥାନ ଓ ଔପଚାରିକ ପୂଜା…
Read More...

ଆଜିଠାରୁ ଧବଳେଶ୍ବର ପୀଠରେ ୧୪୪ ଧରା। ବିନା ଭକ୍ତରେ ହେବ ପଞ୍ଚୁକ

ଗୁରୁଡିଝାଟିଆ,୧୨/୧୧ :  ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡ ଓଷା ଯାତ୍ରା ଚଳିତବର୍ଷ ଭକ୍ତବିହୀନ ହେବ । ଏନେଇ ଗୁରୁବାର ସନ୍ଧ୍ୟାରେ ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତାକାଲି ଅଁଳା ନବମୀ ଠାରୁ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ୱର…
Read More...

ଆଜି ପବିତ୍ର ଅ°ଳା ନବମୀ , ରାଧା ପାଦ ଦର୍ଶନ

ସାକ୍ଷୀଗୋପାଳ : ଆଜି କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ।  ବର୍ଷକରେ ଆଜି ମାତ୍ର ଗୋଟିଏ ଦିନ ନିମନ୍ତେ ମାଙ୍କର ପାଦ ଦର୍ଶନର ସୁଯୋଗ ମିଳିଥାଏ । ମାଙ୍କର ପାଦଦର୍ଶନ ନିମନ୍ତେ ରାଜ୍ୟ ତଥା…
Read More...

ବନ୍ଦ ହେଲା ଓଡିଶା ପ୍ରସିଦ୍ଧ ବାଲିଯାତ୍ରା

କଟକ ,୯।୧୧: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲା ପ୍ରଶାସନ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏନେଇ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ ମଙ୍ଗଳବାର ସୂଚନା ଦେଇଛନ୍ତି। କରୋନାର…
Read More...

ପୁରୀଧାମ ଓ ମଠ ସ°ସ୍କୃତି ବିକାଶ ଲାଗି ପଦକ୍ଷେପ ନିଆଯିବ : ଧର୍ମେନ୍ଦ୍ର

ପୁରୀ, ୬।୧୧: କେଦାରନାଥ ପୀଠରେ ଶୁକ୍ରବାର ଆଦିଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ ଅବସରରେ ପୁରୀରେ ମହୋଦଧି ପୂଜନ ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥଠାରେ ଆୟୋଜିତ ଉତ୍ସବରେ ଦେଶବାସୀଙ୍କୁ…
Read More...

ଧନତେରସ କଣ ଆଣିଲେ ଶୁଭ

ପାଞ୍ଚ ଦିନିଆ ପର୍ବ ଦୀପାବଳୀର ଆଜି ପ୍ରଥମ ଦିନ ଧନତେରସ । ଏହି ଦିନ ଭଗବାନ ଧନ୍ୱନ୍ତରୀ , ଦେବୀ ଲକ୍ଷ୍ମୀ ଏବଂ କୁବେର ଦେବଙ୍କୁ ପୂଜା କରାଯାଏ ।  ଏହି ଧନତେରସ ଦିନ ନୂଆ ଜିନିଷ କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ସୁନା ଓ ରୂପା ନିର୍ମିତ…
Read More...

ଦୀପାବଳିରେ ଫୁଟିବ ଘଡି ବାଣ।

କଟକ ,୧।୧୧: ଚଳିତ ବର୍ଷ ଦୀପାବଳିରେ ବାଣଫୁଟାକୁ ଅନୁମତି ମିଳିଛି। ତେବେ କେବଳ ଗ୍ରୀନ କ୍ରାକର ବିକ୍ରି ପାଇଁ ସୋମବାର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଅଲ ଓଡ଼ିଶା ଫାୟାର ଓ୍ବାର୍କସ ଡିଲରର୍ସ ଆସୋସିଏଶନ ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ତେବେ…
Read More...