banner
Breaking

ଦୀପାବଳିରେ ଫୁଟିବ ଘଡି ବାଣ।

0

କଟକ ,୧।୧୧: ଚଳିତ ବର୍ଷ ଦୀପାବଳିରେ ବାଣଫୁଟାକୁ ଅନୁମତି ମିଳିଛି। ତେବେ କେବଳ ଗ୍ରୀନ କ୍ରାକର ବିକ୍ରି ପାଇଁ ସୋମବାର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଅଲ ଓଡ଼ିଶା ଫାୟାର ଓ୍ବାର୍କସ ଡିଲରର୍ସ ଆସୋସିଏଶନ ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ତେବେ ନିର୍ଦ୍ଧିଷ୍ଟ ସର୍ତ୍ତ ଆଧାରରେ ଗ୍ରୀନ କ୍ରାକର ବିକ୍ରି ହୋଇପାରିବ। କେବଳ ରାତି ୮ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟି ପାରିବ । ଗ୍ରୀନ କ୍ରାକର ବ୍ୟତୀତ ଅନ୍ୟ ବାଣ ବିକ୍ରି ହୋଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଦେଶ ଉଲଂଘନ ହେଲେ ସ୍ଥାନୀୟ ପୋଲିସ ପଦକ୍ଷେପ ନେଇପାରିବ ।

Khansweb Solution Bhubaneswar

Leave A Reply

Your email address will not be published.