Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ସାହିତ୍ୟ ଓ ସଂସ୍କୃତି
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦୁଇଟି ପୁସ୍ତକ ଉନ୍ମୋଚିତ
ଭୁବନେଶ୍ବର, ୫ା୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନବୀନ ନିବାସଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ୨ଟି ପୁସ୍ତକ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମହାନ୍ତିଙ୍କୁ ତାଙ୍କ ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇବା ସହ…
Read More...
Read More...
କବିତା ପୁସ୍ତକ ନୀଳ ଅନୁରାଗ ଉନ୍ମୋଚିତ
ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଠାରେ ବର୍ଷିୟାନ କବି କୃଷ୍ଣଚନ୍ଦ୍ର ମହଲାଙ୍କର ପ୍ରଥମ କବିତା ପୁସ୍ତକ "ନୀଳ ଅନୁରାଗ" ଉନ୍ମୋଚିତ ହୋଇଯାଇଛି । ଆସର ଆରମ୍ଭରେ ସର୍ବାଣୀ ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କବି ଶ୍ରୀ ମହଲାଙ୍କର ଲେଖକୀୟ ଅନୁଭୂତି ବର୍ଣ୍ଣନା ପରେ ସଂକଲନରୁ…
Read More...
Read More...
ଦଶଟି ଓଡ଼ିଆ ଗଜଲ୍ଧର୍ମୀ ଗୀତର ଲୋକାର୍ପଣ ସନ୍ଧ୍ୟା
ଭୁବନେଶ୍ୱର : ସ୍ଥାନୀୟ ଜୟଦେବ ଭବନଠାରେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତଙ୍କ ବଳିଷ୍ଟ ସଙ୍ଗୀତ ନିର୍ଦ୍ଦେଶନାରେ ଗଜଲ ଧର୍ମୀ ବା ଗଜଲ ଛାୟାରେ ରଚିତ ଦଶଟି ଓଡିଆ ଏବଂ ହିନ୍ଦୀ ଗଜଲ୍/ଗୀତର ଲୋକାର୍ପଣ କରାଯାଇଛି ।
ଏହି ଲୋକାର୍ପଣ ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ ସଂଗୀତ ଗାୟକ…
Read More...
Read More...
ଆଜି ପ୍ରଥମ ଶ୍ରାବଣ ସୋମବାର, ଜଳଲାଗି ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର : ଆଜି ଶ୍ରାବଣର ପ୍ରଥମ ସୋମବାର। କାଉଡିଆଙ୍କ ବୋଲ ବମ୍ ହର୍ ହର୍ ବମ୍, ଭୋଲା ବାବା ପାର୍ କରେଗା…ଧ୍ୱନିରେ ପ୍ରକମ୍ପିତ ହୋଇଛି ଶୈବପୀଠ। ଦୀର୍ଘ ୨ବର୍ଷ କରୋନା କଟକଣା ପରେ ଚଳିତବର୍ଷ ଅନୁଷ୍ଠିତ ହେଉଛି ବୋଲବମ୍ ଯାତ୍ରା।
ପାଣି ଢ଼ାଳିବା ପାଇଁ ଶିବଭକ୍ତମାନେ ବଡ଼ ଉତ୍ସାହର ସହ…
Read More...
Read More...
ଜୟ ଜଗନ୍ନାଥ ପରିବାରର ତୃତୀୟ ବାର୍ଷିକ ଉତ୍ସବ
ଭୁବନେଶ୍ୱର, ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଲୋକଙ୍କ ପାଖରେ ପହଁଚାଇବାର ସଂକଳ୍ପ ନେଇ ଗଢି ଉଠିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ପରିବାରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଚନ୍ଦ୍ରଶେଖରପୁର ସ୍ଥିତ ହାଉସିଂ ବୋର୍ଡ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି…
Read More...
Read More...
ଲକ୍ଷ୍ମୀ ନାରାୟଣ ଜୀଉ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭୁବନେଶ୍ୱର,: ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଓଏସ୍ଏପି ୭ମ ବାଟାଲିୟନ ପରିସରରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କମିଶନରେଟ୍ ପୋଲିସ, ଓଏସଏପି ବାଟାଲିୟନ୍ର ହାବିଲ୍ଦାର ସିପାହୀ ସଂଘ ଓ…
Read More...
Read More...
ଫ୍ରେଣ୍ଡଜୁର ରଜ ମହୋତ୍ସବ ଫନ୍ ଫିଏଷ୍ଟା ଉଦଯାପିତ
ଭୁବନେଶ୍ୱର,: ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡଜୁ ପକ୍ଷରୁ ରଜ ମହୋତ୍ସବ ଫନ୍ ଫିଏଷ୍ଟା ଚନ୍ଦ୍ରଶେଖରପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉଦଯାପିତ ହୋଇଯାଇଛି । ଏହାକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ସମାଜସେବୀ ସୃତି ମୋହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । ଏହି ମହୋତ୍ସବ…
Read More...
Read More...
ସହରରେ ଅନୁଭବ ହେଲା ଗାଁ ର ରଜ
ଭୁବନେଶ୍ୱର, : ଜାକଜମକ୍ ସଜା ହୋଇଥିଲା ପଡିଆ,ଲାଗିଥିଲା ବାଉଁସ ଓ ପଟା ଦୋଳି, ପଡିଥିଲା ତାସ, ଲୁଡୁ ଚେସର ଆସର,ଠା ଠା ଖେଳୁଥିଲେ କବାଡି, କିତିକିତି, ବୋହୁଚୋରି,ପୁଚି ଖେଳ,ରଜ ଗୀତରେ ଦୁଲୁକୁ ଥିଲା ମଞ୍ଚ, ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଗୋଟାଏ ଜାଗାରେ ତିନିଦିନ ଏକତିତ୍ର ହୋଇ…
Read More...
Read More...
ଶିରିଡି ସାଇ ସନ୍ଥ ଜରାଶ୍ରମରେ ଏଲପିଟିମ୍ ପକ୍ଷରୁ ରଜ ମହୋତ୍ସବ
ଭୁବନେଶ୍ୱର, : ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ରଘୁନାଥପୁର ସ୍ଥିତ ଶିରିଡି ସାଇ ସନ୍ଥ ଜରାଶ୍ରମରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଲୋକଙ୍କ ଦୁଃଖରେ,ଅସୁବିଧା ସମୟରେ, କରୋନା ମୋହାମାରୀ କାଳରେ ଅସହାୟ ଓ ନିଃସହାୟଙ୍କ ପାଖରେ ପହଞ୍ଚି…
Read More...
Read More...
ଶୈଳଶ୍ରୀବିହାରରେ ରାମ ଚରିତ କଥାମୃତ ଅନୁଷ୍ଠିତ
ଭୁୁବନେଶ୍ୱର,୨୫ା୫ ଚନ୍ଦ୍ରଶେଖରପୁର ସ୍ଥିତ ଶୈଳଶ୍ରୀବିହାର ଦୁର୍ଗା ପଡିଆ ଠାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରାମଚରିତ କଥାମୃତ ଅନୁଷ୍ଠିତ ହୋଇଯାଇଛି । ସାତ ଦିନ ବ୍ୟାପି ଚାଲିଥିବା ଏହି ପ୍ରବଚନ କାର୍ଯ୍ୟକ୍ରମରେ ଓଡିଶାର ସୁନାମ ଧନ୍ୟ ପ୍ରବଚକ ସନ୍ତୋଷ କୁମାର ସାହୁ ରାମାୟଣର ସପ୍ତକାଣ୍ଡକୁ…
Read More...
Read More...