banner
Breaking

ଉଦଘାଟିତ ହେଲା ଖାରବେଳ ଭବନ। କପିଳେନ୍ଦ୍ର ଭବନ କେବେ

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ):-ଇତିହାସକୁ ମନ ପକାଇଲେ ସରକାର ପୂର୍ବରୁ ଓଡ଼ିଶାରେ ନିର୍ମିତ ଭବନ ଗୁଡିକୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମରେ ରହିଥିବା ବେଳେ ଓଡିଶାକୁ ବାହ୍ୟ ଶତ୍ରୁ କବଳରୁ ରକ୍ଷାକରି ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଶାସନ କରିଥିବା ବୀରପୁତ୍ର ରାଜଧିରାଜ ମହାମେଘବାହନ ଐର…
Read More...

ଶ୍ରୀଧର ପାତ୍ର ହେବେ ନାଲକୋ ନିର୍ଦ୍ଦେଶକ

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ବଦଳିବେ ନାଲକୋର ନିର୍ଦ୍ଦେଶକ ଡ଼ଃ. ତପନ କୁମାର ଚାନ୍ଦ ବର୍ତମାନ ନାଲକୋର ନିର୍ଦେଶକ ପଦରେ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଶ୍ରୀଧର ପାତ୍ର ହେବେ ନାଲକୋ ମୁଖ୍ୟ ନିର୍ଦେଶକ। ସେ ଡିସେମ୍ବର ୧ ତାରିଖ ରୁ ଏହି ଦାୟିତ୍ଵ ନେବେ । ବର୍ତମାନ ଶ୍ରୀଧର ପାତ୍ର…
Read More...

୭୩ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ କହିଲେ ଗାନ୍ଧୀ ଜୟନ୍ତୀ ଠାରୁ ମିଳିବ ଏହିସବୁ ସୁବିଧା

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ଥାନା, ଜିଲ୍ଲା ମୁଖ୍ୟାଳୟ ଓ ହସ୍ପିଟାଲରେ ଲାଗୁ ହେବ । ସେହିପରି ମୁଖ୍ୟମନ୍ତ୍ରୀ ନିଜେ ଫୋନ କରି ଲୋକଙ୍କ ସମସ୍ୟା ବୁଝିବେ । ମେଡିକାଲରେ ଲୋକଙ୍କୁ କିପରି…
Read More...

ଅସୀତ ତ୍ରିପାଠୀ ହେଲେ ମୂଖ୍ୟ ଶାସନ ସଚିବ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ସବୁର ଅନ୍ତ ଘଟିଛି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସୀତ ତ୍ରୀପାଠୀଙ୍କୁ ଶେଷରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ସରକାର ନିଯୁକ୍ତି ଦେଇଛନ୍ତି । ତାଙ୍କ ସ୍ଥାନରେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସାଶନ ସଚିବ ସୁରେଶ…
Read More...

ପୁଣି ହେଲା ଦୁଇ ଦୁଇଟି ନାବାଳିକା ବଳତ୍କାର ।

ରାଉରକେଲା ,(ବ୍ୟୁରୋ) ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ୨ ଟି ଦୁଷ୍କର୍ମ ଘଟଣା ସାମ୍‌ନାକୁ ଆସିଛି । ଅତ୍ୟନ୍ତ ଦୁଃଖଦ କଥା ହେଉଛି ମାତ୍ର ୪ ଓ ୧୦ ବର୍ଷ ବୟସର ଦୁଇଜଣ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଦୁଇ ଜଣଙ୍କୁ ଗିରଫ କରିବାରେ ପୁଲିସ୍‌ ସକ୍ଷମ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ୧୩…
Read More...

ଜ୍ଞାନ ରଞ୍ଜନ ମହାପାତ୍ର ଓ ଅସୀମ ପଣ୍ଡା ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର, ୧୪ା୮(ଓଡ଼ିଆ ନ୍ୟୁଜ): ଆସନ୍ତାକାଲି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ହେବ । ସମାରୋହରେ ୩୯ଜଣ ପୋଲିସଙ୍କୁ କର୍ମଚାରୀ ପଦକ ପାଇବେ । ସେହିପରି ଦୁଇଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ଡିଏସପି ଜ୍ଞାନରଞ୍ଜନ ମହାପାତ୍ର ଓ ଏସପି ଅସୀମ ପଣ୍ଡା ପାଇବେ…
Read More...

ମୁହଁ ଖୋଲିଲେ ରଞ୍ଜୀବ ବିଶ୍ବାଳ

ଭୁବନେଶ୍ୱର, ୧୪ା୮(ଓଡ଼ିଆ ନ୍ୟୁଜ): ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ମୁଁ ଏବେ କଂଗ୍ରେସ ଦଳରେ ଅଛି । ଯେତେବେଳେ ଯାଏଁ ଭଲ ଲାଗିବ ମୁଁ ଦଳରେ ଅଛି । କୌଣସି ଦଳ ଟଙ୍କା ଯାଚିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ପିସିସି…
Read More...

୭୩ତମ ସ୍ବାଧୀନତା ଦିବସ ନେଇ ଆସିଛି ଦୁଇ ଦୁଇଟି ଖୁସି

ନୂଆଦିଲ୍ଲୀ,୧୪/୮(ଓଡ଼ିଆ ନ୍ୟୁଜ) ୭୩ ତମ ସ୍ୱାଧିନତା ଦିବସ ଦୁଇ ଦୁଇଟି ଖୁସି ନେଇ ଆସିଛି । ଗୋଟିଏ ପଟେ ସାରା ଦେଶ ସ୍ୱତନ୍ତ୍ରତା ଦିବସ ପାଳନ କରୁଥିବ ଅନ୍ୟପଟେ ଏହି ଦିନରେ ସାରା ଦେଶରେ ରକ୍ଷାବନ୍ଧନର ପର୍ବ ମଧ୍ୟ ପାଳନ କରାଯିବ । ରକ୍ଷାବନ୍ଧନକୁ ନେଇ ସାରା ଦେଶରେ ପ୍ରସ୍ତୁତି ଜାରି ରହିଛି ।…
Read More...

ସ୍ୱାଧୀନତା ସଂଗ୍ରାମୀଙ୍କୁ ‘ମାନ୍ୟବର’ ସମ୍ବୋଧନ। ମନ୍ତ୍ରୀ ନେତାଙ୍କୁ ମିଳିବନାହିଁ ଗାର୍ଡ ଅଫ ଅନର୍

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ରାଜ୍ୟ ସରକାର ଗାର୍ଡ ଅଫ୍ ଅନର୍‌/ହାଉସ୍ ଗାର୍ଡ ବ୍ୟବସ୍ଥା ଉଛେଦ କରିଛନ୍ତି। ଏହି ବ୍ୟବସ୍ଥା ଉଛେଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ପଦାଧିକାରୀମାନଙ୍କୁ ଦିଆଯାଉଥିବା ଗାର୍ଡ ଅଫ୍…
Read More...

ବିଜେପିରେ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର,(ବ୍ୟୁରୋ) ଅପରାଜିତା ଷଢଙ୍ଗୀଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ଅପରାଜିତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ଏକ ଗୋଷ୍ଠି । ଏ ସଂପର୍କରେ ସେମାନେ ଦଳର ରାଜ୍ୟ ନେତୃତ୍ବଙ୍କୁ ଏକ ଲମ୍ବା ଚିଠି ମାଧ୍ୟମରେ ଜଣାଇଛନ୍ତି । ଅପରାଜିତାଙ୍କ ଏକପାଖିଆ କାର୍ଯ୍ୟକ୍ରମ…
Read More...