banner
Breaking

ଶ୍ରୀଧର ପାତ୍ର ହେବେ ନାଲକୋ ନିର୍ଦ୍ଦେଶକ

0

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ବଦଳିବେ ନାଲକୋର ନିର୍ଦ୍ଦେଶକ ଡ଼ଃ. ତପନ କୁମାର ଚାନ୍ଦ ବର୍ତମାନ ନାଲକୋର ନିର୍ଦେଶକ ପଦରେ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଶ୍ରୀଧର ପାତ୍ର ହେବେ ନାଲକୋ ମୁଖ୍ୟ ନିର୍ଦେଶକ। ସେ ଡିସେମ୍ବର ୧ ତାରିଖ ରୁ ଏହି ଦାୟିତ୍ଵ ନେବେ । ବର୍ତମାନ ଶ୍ରୀଧର ପାତ୍ର ନାଲକୋ ର ଅର୍ଥ ନିର୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.