banner
Breaking

ଜ୍ଞାନ ରଞ୍ଜନ ମହାପାତ୍ର ଓ ଅସୀମ ପଣ୍ଡା ପାଇବେ ରାଷ୍ଟ୍ରପତି ପଦକ

0

ଭୁବନେଶ୍ୱର, ୧୪ା୮(ଓଡ଼ିଆ ନ୍ୟୁଜ): ଆସନ୍ତାକାଲି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ହେବ । ସମାରୋହରେ ୩୯ଜଣ ପୋଲିସଙ୍କୁ କର୍ମଚାରୀ ପଦକ ପାଇବେ । ସେହିପରି ଦୁଇଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ଡିଏସପି ଜ୍ଞାନରଞ୍ଜନ ମହାପାତ୍ର ଓ ଏସପି ଅସୀମ ପଣ୍ଡା ପାଇବେ ରାଷ୍ଟ୍ରପତି ପଦକ । ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପୋଲିସ ପଦକ ମିଳିବ । ୨୬ଜଣଙ୍କୁ ସାହସିକତା ପାଇଁ ପୋଲିସ ପଦକ ମିଳିବ ।

Khansweb Solution Bhubaneswar

Leave A Reply

Your email address will not be published.