banner
Breaking

ଅନାଥ ପିଲାଙ୍କ ସହିତ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ।

ଭୁବନେଶ୍ୱର,୨୭ ।୧୦(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଏସଓଏସ ଭିଲେଜରେ ନିଆରା ଢଙ୍ଗରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ,ଖୁସି, ନାଚଗୀତ ମାଧ୍ୟମରେ ପିଲାଙ୍କ ସହିତ ଦୀପାବଳି ପାଳି ତାଙ୍କୁ ଦୀପାବଳିର ବିଭିନ୍ନ ପ୍ରକାରର ଉପହାର ନବୀନ ବାଣ୍ଟିଛନ୍ତି । ଏହା ସହ କୁନି କୁନି…
Read More...

ସୁରକ୍ଷା ପକ୍ଷରୁ ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ଆହ୍ୱାନ।

ଭୁବନେଶ୍ବର,୨୭ । ୧୦ (ଓଡ଼ିଆ ନ୍ୟୁଜ)-ଦୀପାବଳି ଉତ୍ସବ ଅବସରରେ ବାଣ ଫୁଟାଉଥିବା ଯୋଗୁ ପ୍ରଦୁଷଣ ହୋଇଥାଏ। ଏହା କେବଳ ମଣିଷ ନୁହଁ, ପଶୁ ପକ୍ଷୀଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ଏଣୁ ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ସୁରକ୍ଷା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ…
Read More...

ଆଲିଆ ଭଟ୍ଟ ପାଳିବେ ନାହିଁ ଦୀପାବଳି।

ନିଜର ଦମ୍‌ଦାର ଅଭିନୟ ଏବଂ କ୍ୟୁଟ୍‌ନେସ୍‌ ପାଇଁ ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନଁା କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ। କୌଣସି ନା କୌଣସି ଖବରକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। କେତେବେଳେ ସିନେମାକୁ ନେଇ ତ ଆଉ କେତେବେଳେ ନିଜ ପ୍ରେମ ସମ୍ପର୍କ ପାଇଁ। ହେଲେ ଏବେ ସେ…
Read More...

ଦୀପାବଳି ଶାନ୍ତି ଶୃଙ୍ଖଳାର ସହ ପାଳନ କରନ୍ତୁ-କମିଶନର

ଭୁବନେଶ୍ୱର,୨୭।୧୦(ଓଡ଼ିଆ ନ୍ୟୁଜ): ଆଜି ଆଲୋକର ପର୍ବ ଦୀପାବଳି। କିଭଳି ଏହାକୁ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ ଛକରେ ଅଧିକ ୩ପ୍ଲାଟନ ପୋଲିସ ଫୋର୍ସ ମୁତୟନ ରହିବେ। ଏଥିସହ ୧୦୦ ଜଣ ଅଫିସର ନିୟୋଜିତ ହେବେ।…
Read More...

ମୁଖ୍ୟମନ୍ତ୍ରୀ ଦୀପାବଳି ଶୁଭେଚ୍ଛା ଜଣାଇବା ସହିତ ଅସହାୟଙ୍କ ମଧ୍ୟରେ ଖୁସି ବାଣ୍ଟିବାକୁ କହିଛନ୍ତି।

ଭୁବନେଶ୍ବର,୨୭।୧୦(ଓଡ଼ିଆ ନ୍ୟୁଜ): ଆଲୋକର ପର୍ବ ଦୀପାବଳି ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ପବିତ୍ର କଳୀପୂଜା ଓ ଦୀପାବଳି ଆନନ୍ଦରେ ପାଳନ୍ତୁ। ଏହି ଖୁସିକୁ…
Read More...

ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ,୨୭।୧୦: ଆଲୋକର ପର୍ବ ଦୀପାବଳି ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୀରେ ଟୁଇଟ୍‌ କରି ଶୁଭେଚ୍ଛା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ – ଷଷ୍ଠରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ଦେହ ମନ ଭଲ ରହିବ। ବନ୍ଧୁମାନଙ୍କ ସଙ୍ଗ ଲାଭରୁ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। ଘର ଲୋକ ମାନଙ୍କ ଉପରେ ଅଯଥା ବିରକ୍ତିି ପ୍ରକାଶ କରନ୍ତୁ…
Read More...

ଅନଲାଇନରେ ବୁକିଙ୍ଗି ହେବ ପ୍ରକ୍ଷାଳୟ।

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ପ୍ରେକ୍ଷାଳୟ ଏବଂ ମଣ୍ଡପଗୁଡ଼ିକୁ ଏଣିକି ଘରେ ବସି ଅନ୍‌ଲାଇନ୍‌ରେ ବୁକିଂ କରିହେବ। ଏଥିନିମନ୍ତେ ଶୁକ୍ରବାର ବିଭାଗ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି।…
Read More...

କଳିଙ୍ଗ ସୁନ୍ଦରୀ ହେଲେ ମିସ୍ ବ୍ରିଟିଶ ଏମ୍ଫାୟାର ରନର୍ସ ଅପ୍।

ଭୁବନେଶ୍ୱର,୨୬।୧୦(ଓଡ଼ିଆ ନ୍ୟୁଜ): ବଲାଙ୍ଗୀର ଜନ୍ମିତ ଓଡ଼ିଆ ଝିଅ ଶେଫାଳି ଉଦ୍‌ଗାତା ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ‘ମିସ୍‌ ବ୍ରିଟିଶ ଏମ୍ପାୟାର୍‌-୨୦୧୯’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍‌ ହେବାର ଗୌରବ ଅର୍ଜନ କରିଛନ୍ତି। ଏକାଧିକ ରାଷ୍ଟ୍ରରୁ ଅଂଶଗ୍ରହଣ କରିଥିବା…
Read More...

ପ୍ରଦୂଷଣ ମୁକ୍ତ ଦୀପାବଳି ପାଇଁ ଆହ୍ବାନ-ଜନମଙ୍ଗଳ ପରିଷଦ

ଭୁବନେଶ୍ୱର, ୨୬/୧୦(ଓଡ଼ିଆ ନ୍ୟୁଜ) : ବାଣ ନଫୁଟାଇ ଦୀପ ଜାଳି, ପାଳନ କରିବା ଶୁଭ ଦୀପାବଳି । ଏଭଳି ଏକ ସଚେତନତାର ସ୍ଲୋଗାନ ନେଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଲୋୟର ପିଏମ୍ ଜି, ଭୁବନେଶ୍ୱରରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର…
Read More...