banner
Breaking

ମୁଖ୍ୟମନ୍ତ୍ରୀ ଦୀପାବଳି ଶୁଭେଚ୍ଛା ଜଣାଇବା ସହିତ ଅସହାୟଙ୍କ ମଧ୍ୟରେ ଖୁସି ବାଣ୍ଟିବାକୁ କହିଛନ୍ତି।

0

ଭୁବନେଶ୍ବର,୨୭।୧୦(ଓଡ଼ିଆ ନ୍ୟୁଜ): ଆଲୋକର ପର୍ବ ଦୀପାବଳି ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ପବିତ୍ର କଳୀପୂଜା ଓ ଦୀପାବଳି ଆନନ୍ଦରେ ପାଳନ୍ତୁ। ଏହି ଖୁସିକୁ ଆପଣଙ୍କ ଆଖପାଖରେ ଥିବା ଅସହାୟ ମାନଙ୍କ ମଧ୍ୟ ରେ ବାଣ୍ଟନ୍ତୁ।

Khansweb Solution Bhubaneswar

Leave A Reply

Your email address will not be published.