banner
Breaking

ଆଜି ଜଗତସିଂହପୁରରୁ ୧୧ ଆକ୍ରାନ୍ତ ଚିହ୍ନଟ।

ଜଗତସିଂହପୁର,୨୯/୫(ଓଡ଼ିଆ ନ୍ୟୁଜ) : ଆଜି ଜଗତସିଂହପୁର ଜିଲ୍ଲାରେ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ତିର୍ତ୍ତୋଲ ଓ ଏରସମା ବ୍ଲକ ରୁ ୪ ଜଣ ଲେଖାଏଁ,କୁଜଙ୍ଗ ରୁ ୨ ଜଣ ଓ ବାଲିକୁଦା ରୁ ୧ ଚିହ୍ନଟ ହୋଇଛନ୍ତି । ୩ ଜଣ ପଶ୍ଚିମବଙ୍ଗ ରୁ,ଜଣେ ଆନ୍ଧ୍ରପ୍ରଦେଶ,୨ ଜଣ ଗୁଜରାଟ,୨…
Read More...

ରାଜ୍ୟରେ ପୁଣି ୬୩ ପଜିଟିଭ୍ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୧୭୨୩ କୁ ବୃଦ୍ଧି।

ଭୁବନେଶ୍ୱର, ୨୯/୫(ଓଡ଼ିଆ ନ୍ୟୁଜ): ରାଜ୍ୟର ପୁଣି ୬୩ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ଏନେଇ…
Read More...

୯୦ ଦଶକର ଚର୍ଚ୍ଚିତ ଯାତ୍ରା ନାୟିକା ମିନା ଏବେ ରଙ୍ଗ ମିସ୍ତ୍ରୀ

ଜଗତସିଂହପୁର,(ଓଡ଼ିଆ ନ୍ୟୁଜ):ମନୋରଞ୍ଜନର ସିଧାସଳଖ ମାଧ୍ୟମ ହେଉଛି ଯାତ୍ରା। ଗାଁ ହେଉ କି ସହର ରାତ୍ରିର ନିର୍ଜନତା ଭିତରେ ଭାସିଆସେ ଭିଲିଆନର ସେହି ଲୋମ ଟାଙ୍କୁରା ସ°ଳାପ ଏ ମୀନା ଖୂମ୍ପି ଦେଲୁ,ଭଲ କଲୁ, ତୋର ଏହି ଖୂମ୍ପାଟା ମୋ ଆଖିର ଲେନ୍ସ ଭିତରେ ଗୋଟିଏ ଗାର ହୋଇ ରହିଗଲା, ଆଜି ମୁଁ…
Read More...

ଡିଷ୍ଟ୍ରିକ୍ଟ ସେଣ୍ଟର ରାସ୍ତାର ପୁନଃଉଦ୍ଧାର ପାଇଁ ଶୁଭଦେଲେ ବିଧାୟକ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): - ଚନ୍ଦ୍ରଶେଖରପୁରର ପ୍ରମୁଖ ବାଣିଜ୍ୟକେନ୍ଦ୍ର ଡିଷ୍ଟ୍ରିକ୍ଟ ସେଣ୍ଟର ରାସ୍ତାର ପୁନଃଉଦ୍ଧାର ପାଇଁ ଶୁଭଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଠାରେ ଅନୁଷ୍ଠିତ ଏହି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଅନୁକୂଳତା ରହିବା ବେଳେ ଅପରାହ୍ନରେ ପରିସ୍ଥିତି ବଦଳି ଯିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା, ଗବେଷଣା, କଳା, ସାହିତ୍ୟ, ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। କିନ୍ତୁ ପାରିବାରିକ ସ୍ତରରେ ପିଲାଙ୍କ କଥାକୁ ନେଇ ମାନସିକ ସ୍ଥିତି…
Read More...

ଓଡିଶାବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ। କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ପାଇଁ ଵନ୍ଦେ ଉତ୍କଳ ଜନନୀ ଗାନକର।

ଭୁବନେଶ୍ୱର,୨୮।୫(ଓଡ଼ିଆ ନ୍ୟୂଜ): ଗୁରୁବାର ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିକା ଦିନରେ କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି।…
Read More...

ନେତାଜୀ ଫାଉଣ୍ଡେସନ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା।

ଜଗତସିଂହପୁର,୨୮/୫(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ନେତାଜୀ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଜଗତସିଂହପୁର ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ସହିତ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଅଛି । ସଂଗଠନ ତରଫରୁ…
Read More...

ଜଗତସିଂହପୁରରେ ପୁଣି ୨ ଆକ୍ରାନ୍ତ ଚିହ୍ନଟ।

ଜଗତସିଂହପୁର,୨୮/୫(ଓଡ଼ିଆ ନ୍ୟୁଜ) ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜଣଙ୍କ ବୟସ ୫୯ ବର୍ଷ ଆଉ ଜଣଙ୍କ ବୟସ ୬୦ ବର୍ଷ ଉଭୟ ପଶ୍ଚିମବଙ୍ଗ ଫେରନ୍ତା । ସେମାନେ ଟିଏମସି( ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର) ରେ ଥିଲେ। ସେମାନଙ୍କୁ କିମସ କୋଭିଡ଼…
Read More...

ଢାଓ୍ବାରେ ପ୍ରଭୁ ସୋମନାଥଙ୍କ ବିବାହ ଉତ୍ସବ ଓ ସିଡି ଉନ୍ମୋଚନ।

ଭୁବନେଶ୍ବର,୨୮।୫ (ଓଡ଼ିଆ ନ୍ୟୁଜ) ଭୁବନେଶ୍ବର ଉପକଣ୍ଠ ଢାୱା ଗ୍ରାମ ସ୍ଥିତ ପ୍ରଶିଦ୍ଧ ସୋମନାଥ ଦେବ ଶୈବ ପିଠରେ ବୁଧବାର ଶୀତଳଷଷ୍ଠୀ ଅବସରରେ ଶିବ ବିବାହ ଉତ୍ସବ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି। କରୋନା ମହାମାରୀ ପ୍ରଭାବ ଦୃଷ୍ଟିରୁ କୌଣସି ବିଶେଷ ଆଡମ୍ବର କରାନଯାଇ ବିଧିରକ୍ଷା ପୂର୍ବକ…
Read More...

ଭୁବନେଶ୍ୱର, ୨୮ା୫(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ସମବେଦନା ଜଣାଇବା ସହ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ସିଏମ ରିଲିଫ ପାଣ୍ଠିକୁ ୧୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି…
Read More...