banner
Breaking

ଅମ୍ଫନ ପାଇଁ ରାଜ୍ୟପାଳଙ୍କ ୧୧ ଲକ୍ଷ ଟଙ୍କାର ସହାୟତା

0

ଭୁବନେଶ୍ୱର, ୨୮ା୫(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ସମବେଦନା ଜଣାଇବା ସହ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ସିଏମ ରିଲିଫ ପାଣ୍ଠିକୁ ୧୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ପୂର୍ବରୁ କରୋନା ମୁକାବିଲା କରିବା ପାଇଁ ମଧ୍ୟ ୨୧ଲକ୍ଷ ଟଙ୍କା ସେ ପ୍ରଦାନ କରିଥିଲେ । ଏହାସହ ସେ ସମସ୍ତଙ୍କୁ ଏଥିପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.