banner
Breaking

ଜଗତସିଂହପୁରରେ ପୁଣି ୨ ଆକ୍ରାନ୍ତ ଚିହ୍ନଟ।

0

ଜଗତସିଂହପୁର,୨୮/୫(ଓଡ଼ିଆ ନ୍ୟୁଜ) ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜଣଙ୍କ ବୟସ ୫୯ ବର୍ଷ ଆଉ ଜଣଙ୍କ ବୟସ ୬୦ ବର୍ଷ ଉଭୟ ପଶ୍ଚିମବଙ୍ଗ ଫେରନ୍ତା । ସେମାନେ ଟିଏମସି( ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର) ରେ ଥିଲେ। ସେମାନଙ୍କୁ କିମସ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେବା ସମୟରେ କହିଛନ୍ତି ଯେଉଁମାନେ ଟିଏମସି ରେ ଅଛନ୍ତି ଯାହାଙ୍କର ସ୍ୱାବ ନିଆଯାଇଥିବ ରିପୋର୍ଟ ଆସିନଥିବ ସେମାନଙ୍କୁ ତାଙ୍କ ଘରକୁ ଛଡାଯିବ ନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.