banner
Breaking

ଆଜି ଜଗତସିଂହପୁରରୁ ୧୧ ଆକ୍ରାନ୍ତ ଚିହ୍ନଟ।

0

ଜଗତସିଂହପୁର,୨୯/୫(ଓଡ଼ିଆ ନ୍ୟୁଜ) : ଆଜି ଜଗତସିଂହପୁର ଜିଲ୍ଲାରେ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ତିର୍ତ୍ତୋଲ ଓ ଏରସମା ବ୍ଲକ ରୁ ୪ ଜଣ ଲେଖାଏଁ,କୁଜଙ୍ଗ ରୁ ୨ ଜଣ ଓ ବାଲିକୁଦା ରୁ ୧ ଚିହ୍ନଟ ହୋଇଛନ୍ତି । ୩ ଜଣ ପଶ୍ଚିମବଙ୍ଗ ରୁ,ଜଣେ ଆନ୍ଧ୍ରପ୍ରଦେଶ,୨ ଜଣ ଗୁଜରାଟ,୨ ଜଣ ତାମିଲନାଡୁ, ଜଣେ ତେଲେଙ୍ଗାନା ଓ ୨ ଜଣ ମହାରାଷ୍ଟ୍ରରୁ ଫେରିଥିଲେ। ଏମାନଙ୍କର କରୋନା ଲକ୍ଷଣ ନଥିଲା ଓ ସେମାନଙ୍କୁ କିମିସ୍ କୋଭି ଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।ସମସ୍ତେ କ୍ୱାରେନଟାଇନ ସେଣ୍ଟର୍ ରେ ଥିଲେ ବୋଲି ଜିଲ୍ଲାପାଳ ଟୁଇଟର ଯୋଗେ ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.