banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ଗ୍ରହଯୋଗ ପ୍ରଭାବରୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ସରସ,ସୁନ୍ଦର କରି ରହିବ। ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି। ଅସାବଧାନତାବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ବାଧକତାରେ ପରିସ୍ଥିତିରେ ପଡି…
Read More...

ମୃତ୍ୟୁର ମରଣଯନ୍ତା ପାଲଟିଛି ନାଲକୋ ଛକ। ଚାରି ଛକରେ ଚାଲିଗଲା ୪ ଜୀବନ।

ଭୁବନେଶ୍ୱର,୨୭/୮(ବ୍ୟୁରୋ): ଚନ୍ଦ୍ରଶେଖରପୁରର ପ୍ରମୁଖ ଟ୍ରାଫିକ ଛକ କୁହାଯାଉଥିବା ନାଲକୋ ବା କଳିଙ୍ଗ ହସ୍ପିଟାଲ ଛକ ପାଲଟିଛି ମୃତ୍ୟୁର ମରଣଯନ୍ତା।ଏହି ଚାରି ଛକରେ ସଡକ ଦୁର୍ଘଟଣାରେ ଗଲାଣି କାହିଁ କେତେ ଜୀବନ। ବୁଧବାର ରାତି ଅଧରେ ଆଚାର୍ଯ୍ୟ ବିହାର ପଟୁ ସୈନିକ ସ୍କୁଲ ହୋଇ ଆସୁଥିବା କାର…
Read More...

ରାଜ୍ୟରେ ଆଜି ପୁଣି ୩୩୮୪ ପଜିଟିଭ ଚିହ୍ନଟ ଓ ୭ ମୃତ।

ଭୁବନେଶ୍ୱର,୨୭/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ସର୍ବାଧିକ ୩୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୨୫୬ ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦…
Read More...

୮ ନମ୍ବର ୱାର୍ଡରେ ମନୋଜ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର ୨୬/୮(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ବିଜେଡି ସଂଗଠନ ସୁଦୃଢ଼ କରିବା ପାଇଁ ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ନୂତନ ଟିମ୍ ଗଠନ କରିଛନ୍ତି । ଏହି କ୍ରମରେ ୮ ନମ୍ବର ୱାର୍ଡର ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କୁ ଜିଲ୍ଲା ସାଧାରଣ…
Read More...

ମହାମାରୀ ଲଢେଇରେ ଆତ୍ମସନ୍ତୋଷ ସବୁଠାରୁ ବଡ ଶତ୍ରୁ ସବୁବେଳେ ସତର୍କ ରୁହନ୍ତୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୬/୮(ଓଡ଼ିଆ ନ୍ୟୁଜ):ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି…
Read More...

ବର୍ଷା ପାଣିରେ ବୁଡିଗଲେ ଆଖଣ୍ଡଳମଣୀ।

ଭଦ୍ରକ, ୨୬।୮,(ବ୍ୟୁରୋ) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ବର୍ଷା ପାଣି ପ୍ରବେଶ କରିବାରୁ ବାବା ଆଖଣ୍ଡଳମଣି ସମ୍ପୂର୍ଣ୍ଣ ଭାବେ ବୁଡିଯାଇଥିଲେ। ଲିଙ୍ଗ ବୁଡି ରହିଥିବାରୁ ବୁଧବାର ସକାଳେ ମଙ୍ଗଳଆଳତି ହେବାରେ ବିଳମ୍ବ ହୋଇଥିଲା। ପରେ…
Read More...

ରାଜ୍ୟରେ ଆଜି ସର୍ବାଧିକ ୩୩୭୧ ପଜିଟିଭ ଚିହ୍ନଟ ଓ ୧୩ ମୃତ।

ଭୁବନେଶ୍ୱର, ୨୬ା୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ସର୍ବାଧିକ ୩୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭…
Read More...

ବୁକିଙ୍ଗଜିନି ରିଲୋଡେଡ୍‌’ ଆପ୍‌ ମାଧ୍ୟମରେ ଏବେ ଆପଣ ସିଧାସଳଖ ହୋଟେଲ ବୁକିଂ କରିପାରିବେ।

ଭୁବନେଶ୍ୱର,୨୫/୮: କୋଭିଡ୍‌-୧୯ ପାଇଁ ସାରା ପୃଥିବୀରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି। ତେବେ ଏହି ପରିସ୍ଥିତିରେ ଅତିଥିଙ୍କ ଲାଗି ହେଟେଲ ରହଣିକୁ ଅଧିକ ‘କଣ୍ଟାକ୍ଟଲେସ୍‌’ କରିବା ସହିତ ଅନ୍‌ଲାଇନ୍‌ ବୁକିଂ ପାଇଁ ନୂଆ ନୂଆ ଫିଚର ନେଇ ଆସିଛି ‘ବୁକିଙ୍ଗଜିନି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଅର୍ଥ ପାଇଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ । ବନ୍ଧୁମାନଙ୍କ ସାହାଯ୍ୟରୁ କାମ ହାସଲ କରିବେ । ସାମାଜିକ ସ୍ତରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ସମ୍ବନ୍ଧୀୟ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । ବୃଷ:-ଆଜି କର୍ମକ୍ଷେତ୍ରରେ…
Read More...